ବାସନ-କୁଶନ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହୋଇପାରନ୍ତି

ବାସ୍ତୁ ସମସ୍ୟା ଯୋଗୁଁ ଘରେ ଅନେକ ସମସ୍ୟା ଦେଖା ଦେଇଥାଏ । ପରିବାର ବର୍ଗଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିବା, ବହୁ ଚେଷ୍ଟା କରି ମଧ୍ୟ କାର୍ଯ୍ୟରେ ଅସଫଳ ହେବା ଇତ୍ୟାଦି ପ୍ରିତିଦିନ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଖାଲି ଘର ନିର୍ମାଣରେ ବାସ୍ତୁ ସମସ୍ୟା ନ ଥାଏ । ଘରେ ଥିବା କେତେକ ବସ୍ତୁ ମଧ୍ୟ ବାସ୍ତୁ ସମସ୍ୟା ପାଇଁ ଦାୟୀ । ଯଦି ଏହିସବୁ ବିଷୟ ପ୍ରତି […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 10:59 PM IST

Sports

Latest News

ବାସ୍ତୁ ସମସ୍ୟା ଯୋଗୁଁ ଘରେ ଅନେକ ସମସ୍ୟା ଦେଖା ଦେଇଥାଏ । ପରିବାର ବର୍ଗଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିବା, ବହୁ ଚେଷ୍ଟା କରି ମଧ୍ୟ କାର୍ଯ୍ୟରେ ଅସଫଳ ହେବା ଇତ୍ୟାଦି ପ୍ରିତିଦିନ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଖାଲି ଘର ନିର୍ମାଣରେ ବାସ୍ତୁ ସମସ୍ୟା ନ ଥାଏ । ଘରେ ଥିବା କେତେକ ବସ୍ତୁ ମଧ୍ୟ ବାସ୍ତୁ ସମସ୍ୟା ପାଇଁ ଦାୟୀ । ଯଦି ଏହିସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତି ତା’ହେଲେ ବାସ୍ତୁ ସମସ୍ୟାର ମୁକ୍ତି ମିଳି ପାରିବ । ଏ ସମ୍ପର୍କରେ ପଢ଼ନ୍ତୁ  କିଛି ଟିପ୍ସ ।

1- ପଇସା ରଖୁଥିବା ସିନ୍ଧୁକ କିମ୍ବା ଆଲମାରିକୁ ଉତ୍ତର ଦିଗକୁ ମୁହଁ କରି ଘରର ଦକ୍ଷିଣ ଦିଗରେ ରଖନ୍ତୁ । ଏହା ଦ୍ୱାରା ଅଧିକ ଖର୍ଚ୍ଚ ନ ହୋଇ ଘରର ଆର୍ଥିକ ଅଭିବୃଦ୍ଧି ହୋଇଥାଏ ।

2- ଭାଙ୍ଗିଯାଇଥିବା ବାସନକୁଶନ କିମ୍ବା କୌଣସି ଭଙ୍ଗା ବସ୍ତୁ ଘରେ ରଖନ୍ତୁ ନାହିଁ । ଏପରି କଲେ  ଲକ୍ଷ୍ମୀ କ୍ରୋଧ କରନ୍ତି । ଏହାଦ୍ୱାରା ଅର୍ଥ ଅପବ୍ୟୟ ହେବା ସହିତ ଋଣ ଭାର ମଧ୍ୟ ବଢ଼ିଥାଏ ।

3 -ଘରର ଉତ୍ତର-ପଶ୍ଚିମ ଦିଗରେ ଅନ୍ଧାର ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣ ଧନ ଲକ୍ଷ୍ମୀଙ୍କ କୋପର ଶିକାର ହୋଇପାରନ୍ତି । ଫଳରେ ପରିବାର ମଧ୍ୟରେ ସବୁବେଳେ ମତଭେଦ ଲାଗିରହିବ ।

4- ଘରର ଉତ୍ତର-ପଶ୍ଚିମ ଦିଗରେ ରୋଷେଇ ଶାଳ କରନ୍ତୁ ନାହିଁ । ଏହାଦ୍ୱାରା ଘରର ଅଯଥା ଖର୍ଚ୍ଚ ବଢ଼ିଯାଇଥାଏ । ତେଣୁ ରୋଷେଇ ଶାଳ ସବୁବେଲେ ଘରର ଦକ୍ଷିଣ-ପୂର୍ବ ଦିଗରେ ରହିବା ଦରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story