ଏହି ୪ଟି ରାଶିର ହୋଇଥାନ୍ତି ସଚ୍ଚା ପ୍ରେମିକ ପ୍ରେମିକା

ପ୍ରେମ ମାନେନି ଜାତି କି ଅଜାତି। ଉଚ୍ଚନିଚ୍ଚ ଭେଦଭାବ ସବୁ କିଛି ତୁଚ୍ଛ ହୋଇଯାଏ ଏହି ପ୍ରେମ ଆଗରେ । କେତେବେଳେ କିଏ କାହା ବନ୍ଧନରେ ବାନ୍ଧି ହେବ ତାହା କହିବା ମୁସକିଲ। ହେଲେ ବେଳେ ବେଳେ ଝଡ଼ ଆସି ସମ୍ପର୍କରେ ଫାଟ ସୃଷ୍ଟି କରେ।  ଆଉ ତାପରେ ବିଚ୍ଛେଦର ରାସ୍ତା ଖୋଲିଯାଏ। ଯଦି ରାଶି ଅନୁଶାରେ ପ୍ରେମ ହୁଏ ତେବେ ଏହା ଅନେକ ଦିନ ପର୍ଯ୍ୟନ୍ତ ଅତୁଟ ରୁହେ। ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ୪ଟି ରାଶିର […]

love-1

love-1

Rakesh Mallick
  • Published: Friday, 07 July 2017
  • Updated: 07 July 2017, 10:19 AM IST

Sports

Latest News

ପ୍ରେମ ମାନେନି ଜାତି କି ଅଜାତି। ଉଚ୍ଚନିଚ୍ଚ ଭେଦଭାବ ସବୁ କିଛି ତୁଚ୍ଛ ହୋଇଯାଏ ଏହି ପ୍ରେମ ଆଗରେ । କେତେବେଳେ କିଏ କାହା ବନ୍ଧନରେ ବାନ୍ଧି ହେବ ତାହା କହିବା ମୁସକିଲ। ହେଲେ ବେଳେ ବେଳେ ଝଡ଼ ଆସି ସମ୍ପର୍କରେ ଫାଟ ସୃଷ୍ଟି କରେ।  ଆଉ ତାପରେ ବିଚ୍ଛେଦର ରାସ୍ତା ଖୋଲିଯାଏ। ଯଦି ରାଶି ଅନୁଶାରେ ପ୍ରେମ ହୁଏ ତେବେ ଏହା ଅନେକ ଦିନ ପର୍ଯ୍ୟନ୍ତ ଅତୁଟ ରୁହେ। ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ୪ଟି ରାଶିର ପ୍ରେମ ଅତ୍ୟନ୍ତ ସଚ୍ଚା। ଆସନ୍ତୁ ଜାଣିବା ସେ ସମ୍ପର୍କରେ

ବୃଷ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ବୃଷ ରାଶିର ବ୍ୟକ୍ତି ନିଜ ରିଲେସନସିପ୍ କୁନେଇ ସିରିୟସ ରହିଥାନ୍ତି ।

କର୍କଟ ରାଶି : ଏହି ରାଶିର ବ୍ୟକ୍ତିମାନେ ଅଧିକ ଇମୋସନାଲ। ତେଣୁ ଏହି ରାଶିର ବ୍ୟକ୍ତିମାନେ ନିଜ ସାଥୀଙ୍କ ଛୋଟ ଛୋଟ କଥା ଧ୍ୟାନ ରଖନ୍ତି।

କନ୍ୟା ରାଶି : ସବୁଠାରୁ ଅଧିକ ବିଶ୍ୱସନୀୟ ବ୍ୟକ୍ତି କନ୍ୟା ରାଶିର।  ପ୍ରେମ ବ୍ୟାପାରରେ ଏହି ରାଶି ନିଜ ସାଥୀକୁ ସବୁ କାମରେ ସମର୍ଥନ କରିଥାଆନ୍ତି।

ତୁଳା ରାଶି:ତୁଳା ରାଶିର ଥିବା ବ୍ୟକ୍ତିଙ୍କ ସ୍ୱଭାବ ଶାନ୍ତ ସରଳ ।  ତେବେ ଏହି ରାଶିର ବ୍ୟକ୍ତିକୁ ଯାହାକୁ ପସନ୍ଦ କରିଥାଆନ୍ତି ତାଙ୍କ ପ୍ରତି ସମ୍ପୂର୍ଣ୍ଣ ସର୍ମପିତ ହୋଇଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story