Advertisment

ଏହି ରାଶିର ଲୋକେ ହୋଇଥାଆନ୍ତି ସୁପର ମିଛୁଆ! ଜାଣନ୍ତୁ କାହିଁକି ଏମାନେ କୁହନ୍ତି ମିଛ...

ଆଜିକା ସମୟରେ ସମସ୍ତେ କେବେ ନା କେବେ ନିଶ୍ଚିତ ମିଛ କହୁଛନ୍ତି! ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମିଛ କହିବାକୁ ନିଜ ଆବଶ୍ୟକତା ବୋଲି ଭାବି ନେଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ମିଛ ଉପରେ ଆପଣଙ୍କ ରାଶିର ପ୍ରଭାବ ଥାଏ। ସରଳ ଭାଷାରେ କହିବାକୁ ଗଲେ ଏହି ରାଶିର ବ୍ୟକ୍ତିମାନେ ମିଛ କହିବାକୁ ଭଲ ପାଆନ୍ତି। ମିଥୁନ: ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ମିଛର ସାହାରା ନେବାକୁ ପସନ୍ଦ କରନ୍ତି। ମିଛ କହିବାରେ […]

author-image
Rakesh Mallick
ଏହି ରାଶିର ଲୋକେ ହୋଇଥାଆନ୍ତି ସୁପର ମିଛୁଆ! ଜାଣନ୍ତୁ କାହିଁକି ଏମାନେ କୁହନ୍ତି ମିଛ...

zodiac..

ଆଜିକା ସମୟରେ ସମସ୍ତେ କେବେ ନା କେବେ ନିଶ୍ଚିତ ମିଛ କହୁଛନ୍ତି! ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମିଛ କହିବାକୁ ନିଜ ଆବଶ୍ୟକତା ବୋଲି ଭାବି ନେଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ମିଛ ଉପରେ ଆପଣଙ୍କ ରାଶିର ପ୍ରଭାବ ଥାଏ। ସରଳ ଭାଷାରେ କହିବାକୁ ଗଲେ ଏହି ରାଶିର ବ୍ୟକ୍ତିମାନେ ମିଛ କହିବାକୁ ଭଲ ପାଆନ୍ତି।

Advertisment

ମିଥୁନ: ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ମିଛର ସାହାରା ନେବାକୁ ପସନ୍ଦ କରନ୍ତି। ମିଛ କହିବାରେ ଏମାନେ ଏକ ନମ୍ବର। ଏମାନେ ମିଛ କୁହନ୍ତି, ଆଉ ଲୋକେ ବି ସତ ବୋଲି ଭାବି ନିଅନ୍ତି।

କୁମ୍ଭ: ଏହି ରାଶିର ବ୍ୟକ୍ତି ବହୁତ ସ୍ୱାର୍ଥପର ପ୍ରକୃତିର ହୋଇଥାନ୍ତି। ନିଜର କାମ କରିବା ପାଇଁ ମିଛର ସାହାର ନିଅନ୍ତି। କାମ ପୂରା ହୋଇଗଲେ ଆଉ ଦେଖା ଦିଅନ୍ତିନି।

Advertisment

କର୍କଟ: ଏହି ରାଶିର ବ୍ୟକ୍ତି ମିଛ କୁହନ୍ତି ନାହିଁ। କିନ୍ତୁ ପୂରା ସତ ବି କୁହନ୍ତି ନାହିଁ। ଏମାନେ କଥାକୁ ବୁଲେଇ ବଙ୍କେଇ କହନ୍ତି। କୌଣସି କଥା ସିଧା ସିଧା କହନ୍ତି ନାହିଁ।

ମେଷ: ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଓ ବଞ୍ଚାଇବା ପାଇଁ ମିଛ କୁହନ୍ତି। ନିଜ ପାଇଁ ଏମାନେ ବହୁତ କମ୍‌ ମିଛ କହନ୍ତି।

ବୃଷ: ଏହି ରାଶିର ବ୍ୟକ୍ତିଙ୍କୁ ମିଛୁଆ ବୋଲି ବିବେଚନା କରାଯାଇଥାଏ। ଏମାନେ ବହୁ ସହଜରେ ମିଛ କୁହନ୍ତି। ସାମ୍ନା ଲୋକ କିଛି ଜାଣିପାରେ ନାହିଁ।

ସୌଜନ୍ୟ- ୟଙ୍ଗିସ୍ତାନ