Advertisment

ଜାଣନ୍ତୁ କେଉଁ ୪ଟି ରାଶିର ଲୋକ ଏକା ରହିବାକୁ ଭଲପାଆନ୍ତି

ପ୍ରାୟତଃ ସବୁଦିନେ ଆମେ ବିଭିନ୍ନ  ପ୍ରକାର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାଉ। ସେମାନଙ୍କ ସହ ମିଶି କାମ କରିଥାଉ। କେଉଁ ବ୍ୟକ୍ତି ଚୁପଚାପ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କେହି ମିଶିବାକୁ ଭଲ ପାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ୱଭାବ ଓ ବ୍ୟକ୍ତିତ୍ୱ ରାଶିଦ୍ୱାରା ପ୍ରଭାବିତ ହୋଇଥାଏ। ତା’ ହେଲେ ଆସନ୍ତୁ ଜାଣିବା କେଉଁରାଶିର ବ୍ୟକ୍ତି ଏକା ବା ମଉନ ରହିବାକୁ ପସନ୍ଦ କରନ୍ତି। କର୍କଟ ଏହି ରାଶିର ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରନ୍ତି। […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେଉଁ ୪ଟି ରାଶିର ଲୋକ ଏକା ରହିବାକୁ ଭଲପାଆନ୍ତି

mm

Advertisment

ପ୍ରାୟତଃ ସବୁଦିନେ ଆମେ ବିଭିନ୍ନ  ପ୍ରକାର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାଉ। ସେମାନଙ୍କ ସହ ମିଶି କାମ କରିଥାଉ। କେଉଁ ବ୍ୟକ୍ତି ଚୁପଚାପ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କେହି ମିଶିବାକୁ ଭଲ ପାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ୱଭାବ ଓ ବ୍ୟକ୍ତିତ୍ୱ ରାଶିଦ୍ୱାରା ପ୍ରଭାବିତ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁରାଶିର ବ୍ୟକ୍ତି ଏକା ବା ମଉନ ରହିବାକୁ ପସନ୍ଦ କରନ୍ତି।

Advertisment

କର୍କଟ

ଏହି ରାଶିର ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରନ୍ତି। ଏମାନେ ପାର୍ଟି ଫଙ୍କସନ୍‌ ନଯାଇ ଘର ରହିବାକୁ ଅଧିକ ପସନ୍ଦ କରନ୍ତି। ଏମାନେ ଅଧିକ ସମୟ ଘରେ ଅରାମ କରିବାକୁ ଭଲ ପାଇଥାନ୍ତି। ଏମାନେ ନିଜର ପରିବାର ଓ ନିକଟତର ବନ୍ଧୁମାନଙ୍କସହ ରହିବାକୁ ଅଧିକ ପସନ୍ଦ କରନ୍ତି।

 କନ୍ୟା

ଏହି ରାଶିର ବ୍ୟକ୍ତି ସମସ୍ତଙ୍କ ଗହଣରେ ରହିବାକୁ ପସନ୍ଦ କରନ୍ତି ନାହିଁ।  ଏମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି। ଏମାନେ ସ୍ୱଭାବରେ ଭାରି ଲାଜୁଆ ହୋଇଥାନ୍ତି।ଏମାନେ ବାହାରେ ବୁଲି ବୁଲି କରିବା ଅପେକ୍ଷା ଘରେ ରହି କାମ କରିବାକୁ ଅଧିକ ପସନ୍ଦ କରନ୍ତି।

Advertisment

 ମକର

ମକର ରାଶିର ବ୍ୟକ୍ତି  ଅଧିକ କାହା ସହିତ ମିଳାମିଶା କରନ୍ତି ନାହିଁ। ସବୁବେଳେ ଏକୁଟିଆ ରହିବା ପସନ୍ଦ କରନ୍ତି। ସେଥିପାଇଁ ଏମାନଙ୍କର ସାଙ୍ଗସାଥୀ ନ ଥାନ୍ତି।

 ମୀନ

ଏହି ରାଶିର ବ୍ୟକ୍ତି ଦିନରେ ସ୍ୱପ୍ନ ଦେଖିବାକୁ ପସନ୍ଦ କରନ୍ତି। ଏମାନେ ନିଜ ସ୍ୱପ୍ନ ଦୁନିଆରେ ବୁଡ଼ି ରହିବାକୁ ଅଧିକ ପସନ୍ଦ କରନ୍ତି। ଘରେ ରହି ପଢ଼ାପଢ଼ି କରିବାକୁ ପସନ୍ଦ କରନ୍ତି ଏମାନେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe