Advertisment

୭ ବର୍ଷ ଥିଲେ ଭାଉଜ, ଏବେ ହୋଇଗଲେ ସ୍ତ୍ରୀ

ନାଲି ଓଢ଼ଣା ଟାଣି କନିଆଁ ବେଶରେ ବସିଛନ୍ତି ବିଧବା ଭାଉଜ। ଆଉ ବେଦିରେ ବର ସାଜି ବସିଛନ୍ତି ସାନ ଦିଅର। ଯାହାଙ୍କୁ ୭ ବର୍ଷ ଧରି ଭାଉଜ ବୋଲି ମାନି ନେଇଥିଲେ ଆଜି ତାଙ୍କ ମଥାରେ ସିନ୍ଦୁର ଭରି ସ୍ତ୍ରୀ ରୂପେ ଗ୍ରହଣ କରୁଛନ୍ତି ଦିଅର।

author-image
Debendra Prusty

ନାଲି ଓଢ଼ଣା ଟାଣି କନିଆଁ ବେଶରେ ବସିଛନ୍ତି ବିଧବା ଭାଉଜ। ଆଉ ବେଦିରେ ବର ସାଜି ବସିଛନ୍ତି ସାନ ଦିଅର। ଯାହାଙ୍କୁ ୭ ବର୍ଷ ଧରି ଭାଉଜ ବୋଲି ମାନି ନେଇଥିଲେ ଆଜି ତାଙ୍କ ମଥାରେ ସିନ୍ଦୁର ଭରି ସ୍ତ୍ରୀ ରୂପେ ଗ୍ରହଣ କରୁଛନ୍ତି ଦିଅର। 

Advertisment
Remarriage Devarbhavi