Advertisment

୭ ବର୍ଷ ଥିଲେ ଭାଉଜ, ଏବେ ହୋଇଗଲେ ସ୍ତ୍ରୀ

ନାଲି ଓଢ଼ଣା ଟାଣି କନିଆଁ ବେଶରେ ବସିଛନ୍ତି ବିଧବା ଭାଉଜ। ଆଉ ବେଦିରେ ବର ସାଜି ବସିଛନ୍ତି ସାନ ଦିଅର। ଯାହାଙ୍କୁ ୭ ବର୍ଷ ଧରି ଭାଉଜ ବୋଲି ମାନି ନେଇଥିଲେ ଆଜି ତାଙ୍କ ମଥାରେ ସିନ୍ଦୁର ଭରି ସ୍ତ୍ରୀ ରୂପେ ଗ୍ରହଣ କରୁଛନ୍ତି ଦିଅର।

Devarbhavi Remarriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe