ଆହାର କେନ୍ଦ୍ର କହିଲେ ସାଧାରଣ ଲୋକେ ବୁଝନ୍ତି, ଯେଉଁଠି ପାଞ୍ଚ ଟଙ୍କିଆ ମିଲ୍ ମିଳେ ଆଉ ଗଣ୍ଡେ ଖାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡ଼େ। କିନ୍ତୁ ଏ ଦୃଶ୍ୟ ଦେଖି କିଏ କହିବ, ଇଏ ହେଉଛି ଗୋଟିଏ ଆହାର କେନ୍ଦ୍ର। କଟକ ସହରର ନେତାଜୀ ବସ ଟର୍ମିନାଲ ପରିସରରେ ନିର୍ମାଣ ହୋଇଥିବା ଆହାର କେନ୍ଦ୍ରର ଦୃଶ୍ୟ ଦେଖିଲେ, ଆପଣ ବି ଧୋକା ଖାଇଯିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।