5 ଟଙ୍କିଆ ମିଲ୍ ପାଇଁ 500 ଥର ଭାବିବେ ? | Odisha Reporter
ଆହାର କେନ୍ଦ୍ର କହିଲେ ସାଧାରଣ ଲୋକେ ବୁଝନ୍ତି, ଯେଉଁଠି ପାଞ୍ଚ ଟଙ୍କିଆ ମିଲ୍ ମିଳେ ଆଉ ଗଣ୍ଡେ ଖାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡ଼େ। କିନ୍ତୁ ଏ ଦୃଶ୍ୟ ଦେଖି କିଏ କହିବ, ଇଏ ହେଉଛି ଗୋଟିଏ ଆହାର କେନ୍ଦ୍ର। କଟକ ସହରର ନେତାଜୀ ବସ ଟର୍ମିନାଲ ପରିସରରେ ନିର୍ମାଣ ହୋଇଥିବା ଆହାର କେନ୍ଦ୍ରର ଦୃଶ୍ୟ ଦେଖିଲେ, ଆପଣ ବି ଧୋକା ଖାଇଯିବେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
