ରାଜଧାନୀରେ ଛାଡ଼ଖାଇ ମାଡ

  • Published: Wednesday, 29 November 2023
  • , Updated: 29 November 2023, 01:53 PM IST

ରାଜଧାନୀ ଭୁବନେଶ୍ବରରେ ଜମୁଛି ଛାଡ଼ଖାଇ। ରାଜଧାନୀବାସୀ ଆଜି ପାଳୁଛନ୍ତି ଛାଡ଼ଖାଇ। ସକାଳୁ ସକାଳୁ ମାଛ, ମଟନ୍ ଓ ଚିକେନ୍ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଛି। ସେହିଭଳି ଆମିଷ ବଜାରରେ ଦେଖିବାକୁ ମିଳିଛି ସ୍ପେସିଆଲ କଙ୍କଡା।

Related story