ଚିକେନ ପତ୍ର ପୋଡାରେ ବାସୁଛି ବାଲିଯାତ୍ରା !

ଜମୁଛି କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି।

Manoj Swain
  • Published: Thursday, 30 November 2023
  • Updated: 30 November 2023, 04:13 PM IST

ଜମୁଛି କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିଭଳି ଖାଦ୍ୟପ୍ରେମୀଙ୍କୁ ହାତଠାରି ଡାକୁଛି ଚିକେନ ପତ୍ର ପୋଡା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos