Advertisment

ଚିକେନ ପତ୍ର ପୋଡାରେ ବାସୁଛି ବାଲିଯାତ୍ରା !

ଜମୁଛି କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି।

author-image
Manoj Swain

ଜମୁଛି କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିଭଳି ଖାଦ୍ୟପ୍ରେମୀଙ୍କୁ ହାତଠାରି ଡାକୁଛି ଚିକେନ ପତ୍ର ପୋଡା। 

Advertisment
Odisha Cuttack Bali Yatra