ଜମୁଛି କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲ୍ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିଭଳି ଖାଦ୍ୟପ୍ରେମୀଙ୍କୁ ହାତଠାରି ଡାକୁଛି ଚିକେନ ପତ୍ର ପୋଡା।