ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ । ଓକିଲ ଠାରୁ ଜଜ୍ ସମସ୍ତେ ଛୁଟି ଆସନ୍ତି ପ୍ରଫୁଲ୍ଲ ଭାଇଙ୍କ ପାଖକୁ । ବୁଧବାର ହେଉ ଅବା ଶୁକ୍ରବାର ଏହି ପାଲ ତଳେ ଲାଗେ ଭାରି ଭିଡ । ପ୍ରଫୁଲ୍ଲ ଭାଇ ହାତରୁ ମଟନ୍ ଖାଇବାକୁ ଲାଗେ ଗହଳି । ଖଣ୍ଡିଆ ହାତ ହେଲେ ବି ଗାଁରେ ଗଢ଼ିଛନ୍ତି ମନ୍ଦିର । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...