Advertisment

ପ୍ରଫୁଲ୍ଲ ଭାଇ ମଟନ ଖାଇଲେ ଦେହରେ ଲାଗିବ !

ବୁଧବାର ହେଉ ଅବା ଶୁକ୍ରବାର ଏହି ପାଲ ତଳେ ଲାଗେ ଭାରି ଭିଡ ।

Advertisment

ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ । ଓକିଲ ଠାରୁ ଜଜ୍ ସମସ୍ତେ ଛୁଟି ଆସନ୍ତି ପ୍ରଫୁଲ୍ଲ ଭାଇଙ୍କ ପାଖକୁ । ବୁଧବାର ହେଉ ଅବା ଶୁକ୍ରବାର ଏହି ପାଲ ତଳେ ଲାଗେ ଭାରି ଭିଡ । ପ୍ରଫୁଲ୍ଲ ଭାଇ ହାତରୁ ମଟନ୍ ଖାଇବାକୁ ଲାଗେ ଗହଳି । ଖଣ୍ଡିଆ ହାତ ହେଲେ ବି ଗାଁରେ ଗଢ଼ିଛନ୍ତି ମନ୍ଦିର । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Cuttack Mutton Curry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe