ଖାଲି ହେଉଛି ପକେଟ୍‌; ହରଡ ଡାଲି ଛୁଇଁଲାଣି ୧୭୫ ଟଙ୍କା!

ବ୍ୟବସାୟୀ ସଂଘର କହିବା ଅନୁସାରେ, ଗତ ୬ ମାସ ହେଲା ଡାଲି ଦର ଲଗାତର ବଢ଼ି ଚାଲିଛି। ଅଳ୍ପ କେତୋଟି ବଡ଼ କର୍ପୋରେଟ ହାଉସଙ୍କ ମନମାନି ଯୋଗୁ ସୃଷ୍ଟି ହୋଇଛି ଏମିତି ସ୍ଥିତି।

Dal

ବିଭିନ୍ନ ପ୍ରକାର ଡାଲି

Manoranjan Sial
  • Published: Saturday, 30 September 2023
  • Updated: 30 September 2023, 08:05 PM IST

Sports

Latest News

ମହଙ୍ଗା ମାଡ଼ରେ ଘାଇଲା ହେଉଛନ୍ତି ଖାଉଛି। ଡାଲି କଲାଣି କଲବଲ। ହୁ ହୁ ହୋଇ ବଢ଼ୁଛି ଡାଲି ଦର। ୬ ମାସ ତଳେ ଯେଉଁ ହରଡ ଡାଲି ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୧୫୫ରୁ ୧୭୫ ଟଙ୍କା ଛୁଇଁଲାଣି। ଏହାର ଅର୍ଥ ଡାଲି କିଲୋ ପିଛା ପାଖାପାଖି ୭୦ ଟଙ୍କା ବଢ଼ିଛି। ସେହିପରି ୯୦ ଟଙ୍କାରେ ଗ୍ରାହକ କିଣୁଥିବା ମୁଗ ଡାଲି ୧୧୦ରୁ ୧୧୫ ଟଙ୍କା ପହଞ୍ଚି ଗଲାଣି। ଖାଲି ସେତିକି ନୁହେଁ, ଫେବ୍ରୁଆରୀରେ ୯୦ରୁ ୧୦୫ ଟଙ୍କାରେ ବିକ୍ରି ହେଉଥିବା ବିରି ଡାଲି ଏବେ ୧୧୫ରୁ ୧୨୮ ଟଙ୍କାରେ କିଣିବାକୁ ପଡ଼ୁଛି। ସେମିତିକି ବୁଟ ଡାଲି ୨୦ ଟଙ୍କା ଓ ମସୁର ଡାଲି ୭ ଟଙ୍କା ବଢ଼ିଲାଣି।

ଡାଲି ଦର ବୃଦ୍ଧିକୁ ନେଇ ଗୃହିଣୀ ଓ ଖାଉଟିଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି। ଜଣେ ଗୃହିଣୀ କହିଛନ୍ତି, ଯେହେତୁ ଖାଇବା ମେନୁରୁ ଡାଲିକୁ ବାଦ ଦେଇହେଉନି, ଏହା ଘର ବଜେଟକୁ ବିଗାଡ଼ି ଦେଲାଣି। ତେଣୁ କମ୍‌ ଡାଲି ବ୍ୟବହାର ହେଉଥିବା ଖାଦ୍ୟକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି।

Also Read

ବ୍ୟବସାୟୀ ସଂଘର କହିବା ଅନୁସାରେ, ଗତ ୬ ମାସ ହେଲା ଡାଲି ଦର ଲଗାତର ବଢ଼ି ଚାଲିଛି। ଅଳ୍ପ କେତୋଟି ବଡ଼ କର୍ପୋରେଟ ହାଉସଙ୍କ ମନମାନି ଯୋଗୁ ସୃଷ୍ଟି ହୋଇଛି ଏମିତି ସ୍ଥିତି। ଡାଲି ଅମଳ ବେଳେ ସେମାନେ ନିଜ ଗୋଦାମରେ ମହଜୁଦ କରି ରଖୁଛନ୍ତି ଓ ଜାଣିଶୁଣି କୃତ୍ରିମ ଦରବୃଦ୍ଧି ସୃଷ୍ଟି କରୁଛନ୍ତି। ବେଆଇନ୍‌ ହୋର୍ଡିଂ କରୁଥିବା କର୍ପୋରେଟ ହାଉସ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁସ୍ଥ ବ୍ୟବସାୟିକ ବାତାବରଣ ସୃଷ୍ଟି ହୋଇପାରିବ ଓ ଖାଉଟି ଉପକୃତ ହେବେ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା।

ପୂର୍ବରୁ ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟିକୁ ଏବେକାର ଡାଲି ମାଡ଼ରୁ ବଞ୍ଚାଇବାକୁ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story