ଆଜିକାଲି ଇଂଲିଶ କିଚେନ ଗ୍ୟାସରୁ କଣ ଆସୁଛି ସୋରିଷ ଛୁଙ୍କର ବାସ୍ନା ? କିନ୍ତୁ ୟାକୁ ଦେଖିଲେ ପାଟିରୁ ଲାଳ ଗଡ଼ିବାଟା ଥୟ, ସୋରିଷ ମସଲା ଦେଇ ଶାଗ ଖରଡ଼ାଠୁ ନେଇ ମାଛ ବେସର, ଭେଣ୍ଡି ଆମ୍ବୁଲ, ସାରୁ ନାଡ଼ି, ବଡ଼ି ଚୁରା, ଚୁନାମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛେଚଡ଼ା, ଶୁଖୁଆ ବେସର ସହ ବିଭିନ୍ନ ଆମିଷ ଓ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଜେଜେ ମାଆ କୋକିଳା, ସବୁ ପୁଣି ଚୁଲିରେ, ଆଜିକାଲି ତ ଖଇଚଲା, ଡାଲିଘୋଟା ଓ ଶୀଳରେ ମସଲା ବଟା ସତେ ଯେମିତି ହଜିଗଲାଣି କିନ୍ତୁ ଜେଜେ ମା' ତା ହାଣ୍ଡିଶାଳରେ ସବୁ ସାଇତି ରଖିଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ପଞ୍ଚୁକରେ ଘରେ ପ୍ରସ୍ତୁତ କରନ୍ତୁ ହବିଷ ଡାଲମା
ଏବେ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇ ଯାଇଛି। ଘରେ ଘରେ ଅରୁଆ ଅନ୍ନ ସାଙ୍ଗକୁ ପ୍ରସ୍ତୁତ ହେଉଛି ହବିଷ ଡାଲମା। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ପ୍ରସ୍ତୁତ କରିବା ବି ସେତିକି ସହଜ ।
Food
ଦୀପାବଳିରେ ଘରେ ତିଆରି କରନ୍ତୁ ତାଡ଼ିଆ ମିଠା
ଆଜି ଦୀପାବଳିରେ ଏହି ମିଠାକୁ ଘରେ ତିଆରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ।
Food
ଏଥର ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ବରଫି
ଏଥର ଦୀପାବଳିରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍ କମ୍ ସାମଗ୍ରୀରେ ଓ କମ୍ ସମୟରେ ପ୍ରସ୍ତୁତ ହେବ ଏହି ସୁଆଦିଆ ମିଠା।
Viral
ବିଦେଶରେ ଦେଶୀ ବାସ୍ନା, ଲଣ୍ଡନରେ ବିକ୍ରି ହେଉଛି ଝାଲ୍ ମୁଢି
ଲଣ୍ଡନରେ ବାସୁଛି ଭାରତୀୟ ଖାଦ୍ୟର ବାସ୍ନା, ଆଉ ଲଣ୍ଡନବାସୀ ନେଉଛନ୍ତି ଝାଲ୍ ମୁଢିର ମଜା।