Advertisment

ବାଇଆ କରୁଛି ଜେଜେ ମା' ହାତରନ୍ଧା

ଆଜିକାଲି ଇଂଲିଶ କିଚେନ ଗ୍ୟାସରୁ କଣ ଆସୁଛି ସୋରିଷ ଛୁଙ୍କର ବାସ୍ନା ? କିନ୍ତୁ ୟାକୁ ଦେଖିଲେ ପାଟିରୁ ଲାଳ ଗଡ଼ିବାଟା ଥୟ, ସୋରିଷ ମସଲା ଦେଇ ଶାଗ ଖରଡ଼ାଠୁ ନେଇ ମାଛ ବେସର, ଭେଣ୍ଡି ଆମ୍ବୁଲ, ସାରୁ ନାଡ଼ି, ବଡ଼ି ଚୁରା, ଚୁନାମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛେଚଡ଼ା, ଶୁଖୁଆ ବେସର ସହ ବିଭିନ୍ନ ଆମିଷ ଓ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଜେଜେ ମାଆ କୋକିଳା ।

Advertisment

ଆଜିକାଲି ଇଂଲିଶ କିଚେନ ଗ୍ୟାସରୁ କଣ ଆସୁଛି ସୋରିଷ ଛୁଙ୍କର ବାସ୍ନା ? କିନ୍ତୁ ୟାକୁ ଦେଖିଲେ ପାଟିରୁ ଲାଳ ଗଡ଼ିବାଟା ଥୟ, ସୋରିଷ ମସଲା ଦେଇ ଶାଗ ଖରଡ଼ାଠୁ ନେଇ ମାଛ ବେସର, ଭେଣ୍ଡି ଆମ୍ବୁଲ, ସାରୁ ନାଡ଼ି, ବଡ଼ି ଚୁରା, ଚୁନାମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛେଚଡ଼ା, ଶୁଖୁଆ ବେସର ସହ ବିଭିନ୍ନ ଆମିଷ ଓ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଜେଜେ ମାଆ କୋକିଳା, ସବୁ ପୁଣି ଚୁଲିରେ, ଆଜିକାଲି ତ ଖଇଚଲା, ଡାଲିଘୋଟା ଓ ଶୀଳରେ ମସଲା ବଟା ସତେ ଯେମିତି ହଜିଗଲାଣି କିନ୍ତୁ ଜେଜେ ମା' ତା ହାଣ୍ଡିଶାଳରେ ସବୁ ସାଇତି ରଖିଛନ୍ତି ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe