Advertisment

ଖୁଲମଖୁଲା ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ

କଟକ, ବ୍ରହ୍ମପୁର କି ବାଲେଶ୍ବର। ରାଜ୍ୟର ଅନେକ ଅଂଚଳରୁ ମିଳୁଛି ଅପମିଶ୍ରିତ ଖାଦ୍ୟର ପ୍ରମାଣ।

author-image
Manoj Swain
ଅଦ୍ୟତନ ହୋଇଛି

କଟକ, ବ୍ରହ୍ମପୁର କି ବାଲେଶ୍ବର। ରାଜ୍ୟର ଅନେକ ଅଂଚଳରୁ ମିଳୁଛି ଅପମିଶ୍ରିତ ଖାଦ୍ୟର ପ୍ରମାଣ। ବିଶେଷ କରି ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ଘିଅ, ମସଲା, ଲୁଣ, ଚା ଓ ଆଚାର ଭଳି ପଦାର୍ଥରୁ ଅପମିଶ୍ରଣର ପ୍ରମାଣ ପାଉଛନ୍ତି ଆଉ କେସ ବି କରୁଛନ୍ତି। ତେବେ ଏହାକୁ ନେଇ ଦେଖନ୍ତୁ ଆମ ରିପୋର୍ଟ। 

Advertisment
Odisha Healthy Food Food Poisoning