Advertisment

ବିହାରି ଷ୍ଟାଇଲ ମାଟି ହାଣ୍ଡି ମଟନ୍‌

ରାଜଧାନୀରେ ହେଉଛି ଚମ୍ପାରନ୍ ମଟନ୍ । ଗୋଟେ ଥାଳିକୁ 15ଶହ ଟଙ୍କା ।

author-image
Manoj Swain
ଅଦ୍ୟତନ ହୋଇଛି

ମାଟି ହାଣ୍ଡିରେ ଗୋଟା ମସଲା । କିଲେ ମଟନକୁ କଞ୍ଚା ପିଆଜ । ଓଡ଼ିଶାରେ ବିହାରି ଷ୍ଟାଇଲ ମଟନ ଥାଳି । ରାଜଧାନୀରେ ହେଉଛି ଚମ୍ପାରନ୍ ମଟନ୍ । ଗୋଟେ ଥାଳିକୁ 15ଶହ ଟଙ୍କା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar Mutton Curry