ମାଟି ହାଣ୍ଡିରେ ଗୋଟା ମସଲା । କିଲେ ମଟନକୁ କଞ୍ଚା ପିଆଜ । ଓଡ଼ିଶାରେ ବିହାରି ଷ୍ଟାଇଲ ମଟନ ଥାଳି । ରାଜଧାନୀରେ ହେଉଛି ଚମ୍ପାରନ୍ ମଟନ୍ । ଗୋଟେ ଥାଳିକୁ 15ଶହ ଟଙ୍କା । ଦେଖନ୍ତୁ ପୂରା ରିପୋର୍ଟ।