ଘରେ ତିଆରି କରନ୍ତୁ ଚିକେନ ତନ୍ଦୁରି

ଚିକେନ ତନ୍ଦୁରିକୁ ଆପଣ ପୁଦିନା ଚଟଣି ଓ ଟମାଟୋ ସସ୍‌ ଲଗାଇ ଖାଇ ପାରିବେ।

chicken tandoori

ଚିକେନ ତନ୍ଦୁରି

Tapaswini Nayak
  • Published: Sunday, 07 January 2024
  • Updated: 07 January 2024, 08:58 AM IST

Sports

Latest News

ଆବଶ୍ୟକ ଉପକରଣ:  ଚିକେନ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ଚିକେନ ତନ୍ଦୁରି ମସଲା, ଲଙ୍କା ଗୁଣ୍ଡ, ଚିକେନ ମସଲା, ଗୋଲମରିଚ ଗୁଣ୍ଡ, କଲର ପାଉଡର, କନଫ୍ଲୋର, ଦହି, ଲେମ୍ବୁ

ପ୍ରସ୍ତୁତି ପ୍ରଣାଳୀ-  ପ୍ରଥମେ ବଜାରରୁ କିଛି ଲେଗ୍ ପିସ୍‌ ଚିକେନ ଆଣି ଦିଅନ୍ତୁ। ତାକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ସେଥିରେ ଲେମ୍ବୁ ରସ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ପରେ ଚିକେନ ମାରିନେଟ୍  ପାଇଁ ମସଲା ପ୍ରସ୍ତୁତ କରନ୍ତୁ। ଏକ ପାତ୍ରରେ ସ୍ୱାଦ ଅନୁସାରେ ଲୁଣ ନିଅନ୍ତୁ। ପରେ ସେଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ଚିକେନ ତନ୍ଦୁରି ପାଉଡର, ଲଙ୍କା ଗୁଣ୍ଡ, ଅଳ୍ପ ଚିକେନ ମସଲା, ଗୋଲମରିଚ ଗୁଣ୍ଡ, କଲର ପାଉଡର, କନଫ୍ଲୋର ପାଉଡର ଓ ଦହି ପକାଇ ମସଲାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।

Also Read

ପରେ ସେହି ମସଲାକୁ ଆଣି ଲେଗ୍ ପିସ୍‌ ଚିକେନ ଚିକେନରେ ୪ରୁ ୫ ଘଣ୍ଟା ପଯ୍ୟନ୍ତ ଭଲ ଭାବରେ ମାରିନେଟ୍ କରି ରଖି ଦିଅନ୍ତୁ। ପରେ ଓଭାନରେ ଏହାକୁ ପୋଡ଼ନ୍ତୁ। ଚିକେନ ଦୁଇଟି ସାଇଡ୍ ହେଲା ପର୍ଯ୍ୟନ୍ତ ଏହାକୁ ପୋଡ଼ନ୍ତୁ। ଏହା ହୋଇଗଲା ପରେ ତାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ତନ୍ଦୁରି। ଏହାକୁ ଆପଣ ପୁଦିନା ଚଟଣି ଓଟମାଟୋ ସସ୍‌ ଲଗାଇ ଖାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story