Advertisment

ଘରେ ତିଆରି କରନ୍ତୁ ଦହି ଲସି

ଖରାଦିନେ ଘରେ ତିଆରି କରନ୍ତୁ ଦହି ଲସି।

author-image
Tapaswini Nayak
Dahi lassi

Dahi lassi

ଖରାଦିନେ ପେଟ ଥଣ୍ଡା ରଖିବା ପାଇଁ ବେଲ ପଣା ଓ ଶାଗୁ ପଣା କରି ପିଇଥାନ୍ତି। ସାଧାରଣତଃ ଆମେ ବଜାରରୁ କିଣି ପାଇଥାନ୍ତି। ଜାଣିଛନ୍ତି, ଏହାକୁ ଆପଣ ଘରେ ତିଆରି କରି ପିଇପାରିବେ। ଆସନ୍ତ ଜାଣିବା ଘରେ କିପରି ତିଆରି ଦହି ଲସି।

Advertisment

ଆବଶ୍ୟକ ସାମଗ୍ରୀ: ଚିନି, ବରଫ, ମିଲ୍କ ମେଡ୍, ଦହି, ବନଭିଟା ପାଉଡର, ନଡ଼ିଆ କୋରା, ଚକଲେଟ୍‌ ସିରଫ,  ପିସ୍ତା, କାଜୁ ଓ ଲିଚି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି  ଚିନି ଓ ବରଫକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ ଦହି ଓ ଓ ମିଲ୍କ ମେଡ୍ ପକାଇ  ଗ୍ରାଇଣ୍ଡିଂ କରି ଦିଅନ୍ତୁ।

Advertisment

ପରେ ତାକୁ ଏକ ଗ୍ଲାସରେ ଢାଳି ଦିଅନ୍ତୁ। ଲସିକୁ ସଜାଇବାକୁ  ତା’ ଉପରେ ବନଭିଟା ପାଉଡର ପକାଇ ଦିଅନ୍ତୁ। ପରେ ସେଥିରେ ନଡ଼ିଆ କୋରା, ମିଲ୍କ ମେଡ୍, ଚକଲେଟ୍‌ ସିରଫ,  ପିସ୍ତା, କାଜୁ, ଓ ଲିଚି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଲସି।

Orissa Food