Advertisment

ଜନତାଙ୍କ ସହ ମିଶି ପଖାଳ ଦିବସ ପାଳନ କଲେ ସୁର ଭାଇନା

ପଖାଳ ଦିବସରେ ପଖାଳ ଖାଇଲେ ସୁର ଭାଇନା। ପଖାଳ ଖାଇଲେ, ଖୁଆଇଲେ ସୁର। ପଖାଳ ଖାଲି ଗୋଟେ ଖାଦ୍ୟ ନୁହେଁ, ପ୍ରତିଟି ଓଡିଆଙ୍କ ପରିଚୟ ଆଉ ଗର୍ବ।

author-image
Manoj Swain
ଅଦ୍ୟତନ ହୋଇଛି

ପଖାଳ ଦିବସରେ ପଖାଳ ଖାଇଲେ ସୁର ଭାଇନା। ପଖାଳ ଖାଇଲେ, ଖୁଆଇଲେ ସୁର। ପଖାଳ ଖାଲି ଗୋଟେ ଖାଦ୍ୟ ନୁହେଁ, ପ୍ରତିଟି ଓଡିଆଙ୍କ ପରିଚୟ ଆଉ ଗର୍ବ। 

Advertisment
Sura Routray Odisha Dahi Pakhala