ପଖାଳ ଦିବସରେ ପଖାଳ ଖାଇଲେ ସୁର ଭାଇନା। ପଖାଳ ଖାଇଲେ, ଖୁଆଇଲେ ସୁର। ପଖାଳ ଖାଲି ଗୋଟେ ଖାଦ୍ୟ ନୁହେଁ, ପ୍ରତିଟି ଓଡିଆଙ୍କ ପରିଚୟ ଆଉ ଗର୍ବ।