ଶହେ ଟଙ୍କାରେ ପେଟେ ମଟନ-ଚିଙ୍ଗୁଡ଼ି | Unlimited Mutton Meal at ₹100 । Odisha Reporter
Advertisment
100 ଟଙ୍କାରେ ମଟନ ଥାଳି ସାଙ୍ଗକୁ 50 ଟଙ୍କାରେ ମିଳୁଛି ଚିକେନ ଭାତ। ତା ସହିତ ରହିଛି ଚିଙ୍ଗୁଡ଼ି ଏବଂ କଙ୍କଡ଼ା। ଭୁବନେଶ୍ବର ମଞ୍ଚେଶର ଠାରେ ପଞ୍ଚୁ ଭାଇନାଙ୍କ 100 ଟଙ୍କିଆ ମଟନ ହୋଟେଲ ରହିଛି। କେବଳ ପଞ୍ଚୁ ଭାଇ ମଟନ କହିଲେ, ଯଥେଷ୍ଟ। କମ୍ ଦାମରେ ମିଳୁଛି ମଟନ୍ ଝୋଳ। ସେହିଭଳି ସାଇଟରେ ରହୁଛି ପାମ୍ପଡ଼ ଓ ଭଜା । ଏହି ହୋଟେଲକୁ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ଆସନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us