Advertisment

ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ

ବିନା ଭାତ ରୁଟି ଖାଇ ସୁସ୍ଥ ଜୀବନ ବିତାଉଛନ୍ତି କୁନି ଝିଅ ଲକ୍ଷ୍ମୀପ୍ରିୟା। ଜନ୍ମରୁ ଆଜି ଯାଏ ମୁଢ଼ି ଖାଇ ବଞ୍ଚିଛନ୍ତି ଏହି ବିସ୍ମୟ ବାଳିକା ।

author-image
Manoj Swain

ଭାତ ଓ ରୁଟି ବିନା କେବଳ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ  ଲକ୍ଷ୍ମୀପ୍ରିୟା। ସକାଳ ହେଉ କି ରାତି, ଜଳଖିଆ ହେଉ କି ମୁଖ୍ୟ ଭୋଜନ। ସବୁଥିରେ କେବଳ ଗୋଟିଏ ଖାଦ୍ୟ, ମୁଢ଼ି।

Advertisment
Odisha