ଭାତ ଓ ରୁଟି ବିନା କେବଳ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ ଲକ୍ଷ୍ମୀପ୍ରିୟା। ସକାଳ ହେଉ କି ରାତି, ଜଳଖିଆ ହେଉ କି ମୁଖ୍ୟ ଭୋଜନ। ସବୁଥିରେ କେବଳ ଗୋଟିଏ ଖାଦ୍ୟ, ମୁଢ଼ି।