Advertisment

ସେଦିନ ବାହା ହୋଇଥିଲେ କ'ଣ ହୋଇଥାନ୍ତା?

ସଂଘର୍ଷରୁ ସଫଳତାର ଯାତ୍ରା। ପୂର୍ଵତନ ମୁଖ୍ୟଶାସନ ସଚିବ ସହଦେବ ସାହୁଙ୍କ କାହାଣୀ। ୧୬ ବର୍ଷରେ ଜଣେ ଧନୀ ଘରର ୧୨ ବର୍ଷ ଝିଅକୁ ବାହା କରିଦେବାକୁ ବାପା ଜିଦି ଧରି ବସିଥିଲେ। ହେଲେ ଜୀବନର ଲକ୍ଷ୍ୟ ପାଖରେ ହାର ମାନିଗଲେ ବାପା। ଆଇଏଏସ ହୋଇଗଲେ ପୁଅ। ମାଟ୍ରିକରୁ ନେଇ ପିଜି ପର୍ଯ୍ୟନ୍ତ ସବୁବେଳେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ।

author-image
Debendra Prusty

Marriage Odisha Chief Secretary Ias Officer