\'ବନ୍ଧୁତାରୁ ସେକ୍ସ ଦୁଷ୍କର୍ମ ନୁହେଁ\' । ODISHA HIGHCOURT JUDGEMENT ON RELATIONSHIP| ODISHA REPORTER
Advertisment
ବନ୍ଧୁତାରୁ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ। ଆଜିକାଲି ପ୍ରେମ, ବିବାହ ଓ ଛାଡ଼ପତ୍ରକୁ ନେଇ ଅନେକ ମାମଲା ଦେଖିବାକୁ ମିଳୁଛି। ତେବେ ରିଲେସନଶିପକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ବାସ୍ତବରେ ସମାଜ ଉପରେ କଣ ପ୍ରଭାବ ପକାଇବ? ଭଲ ସମ୍ପର୍କରେ ଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। କିନ୍ତୁ ଏହା ଠିକ୍ ନା ଭୁଲ୍?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us