ମାଲଦ୍ୱୀପର ମଜା ଲାକ୍ଷାଦ୍ୱିପରେ ଅଛି, ବଜେଟ ବି କମ୍ | Odisha Reporter
ପର୍ଯ୍ୟଟନ କ୍ଷେତ୍ର ପାଇଁ ମାଳଦ୍ୱୀପ ଓ ଭାରତର ଲାକ୍ଷାଦ୍ୱୀପ ମଧ୍ୟରେ କିଏ ଆଗରେ ? ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ସୋଶାଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଲାକ୍ଷାଦ୍ୱୀପ । କେରଳର କୋଚି ଠାରୁ ମାତ୍ର 365 କିଲୋମିଟର ଦୂରରେ ଲାକ୍ଷାଦ୍ୱୀପ ଅବସ୍ଥିତ। ଭାରତର ଏହି କେନ୍ଦ୍ର ଶାସିତ ଅଂଚଳଟି ୩୬ଟି ଛୋଟ ଛୋଟ ଦ୍ୱୀପର ସମୂହ। ୨୦୧୧ ଜନ ଗଣନା ଅନୁସାରେ ଲାକ୍ଷାଦ୍ୱୀପରେ ୬୪ହଜାର ଜନସଂଖ୍ୟା ରହିଥିଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
