ଭ୍ରମଣ ଋତୁରେ ଭାରତୀୟଙ୍କ ପାଇଁ ଖୁସି ଖବର। ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ। ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ମାଲେସିଆ ସରକାର। ଏନେଇ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ବଦଳିଲା ଆଗୁଆ ଟ୍ରେନ ଟିକେଟ ବୁକିଂ ନିୟମ
ନଭେମ୍ବର ୧ରୁ ଲାଗୁ ହୋଇଛି ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ନୂଆ ନିୟମ। ଏଣିକି ୪ ମାସ ନୁହେଁ, କେବଳ ୨ ମାସ ପୂର୍ବରୁ କରିପାରିବେ ଆଡଭାନ୍ସ ଟିକେଟ ବୁକିଂ।
Travel
ଏଥର ଗ୍ରୀଷ୍ମରେ ବିଦେଶଠୁ କଶ୍ମୀର ଭ୍ରମଣ ମହଙ୍ଗା ହୋଇପାରେ
ସିଙ୍ଗାପୁର, ଶ୍ରୀଲଙ୍କା କିମ୍ବା ଥାଇଲ୍ୟାଣ୍ଡ ଅପେକ୍ଷା କଶ୍ମୀରରେ ବୁଲିବା ମହଙ୍ଗା ହୋଇପାରେ।
Travel
BCAS ଜାରିକଲା ନୂଆ ନିୟମ, ବୋଡିଂ ପରେ ବିମାନ ଉଡାଣ ବିଳମ୍ବ ହେଲେ ବାହାରକୁ ଯାଇପାରିବେ ଯାତ୍ରୀ
ବିମାନବନ୍ଦରରେ ଅତ୍ୟଧିକ ଗହଳି ଏବଂ ଉଡାଣ ବିଳମ୍ବ ପରେ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ (BCAS) ଏହି ନିର୍ଦ୍ଦେଶନାମା ଜାରିକରିଛି।
Travel
ଫୋକସରେ ଲାକ୍ଷାଦ୍ୱୀପ; ୪୦ ହଜାର ସାଧାରଣ ବଗିରେ ମିଳିବ ବନ୍ଦେ ଭାରତ ସୁବିଧା
ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରାଯିବା ସହ ରେଳ ଓ ବିମାନ ଯାତ୍ରାକୁ ସହଜ କରିବାକୁ ବଜେଟରେ ଲକ୍ଷ୍ୟ ରଖାଯାଇଛି।
Travel
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନାଇଟ୍ ସଫାରୀ ଆରମ୍ଭ; ବୁଲିଲେ ଛାତ୍ରଛାତ୍ରୀ
ନାଇଟ ସଫାରୀରେ ଛାତ୍ରଛାତ୍ରୀ ହାତୀ, ହରିଣ ସହ ବରହା ଦେଖି ବେଶ ଖୁସି ଅନୁଭବ କରିଥିଲେ।