Advertisment

ବିନା ଭିସାରେ ଫରେନ ଟୁର

ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ।

Advertisment

ଭ୍ରମଣ ଋତୁରେ ଭାରତୀୟଙ୍କ ପାଇଁ ଖୁସି ଖବର। ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ। ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ମାଲେସିଆ ସରକାର। ଏନେଇ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଘୋଷଣା କରିଛନ୍ତି।

Advertisment
Visa Free For Indians Malaysia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe