ରାତିରେ ଖୋଲିବ ନନ୍ଦନକାନନ

ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବି ହେବ ବିଶ୍ୱସ୍ତରୀୟ । କେବଳ ଦିନ ବେଳା ନୁହେଁ ରାତିରେ ବି ଖୋଲିବ ଚଡ଼ିଆଖାନା । ରାତ୍ରୀଚର ପ୍ରାଣୀଙ୍କ ବିଚରଣ ଓ କାର୍ଯ୍ୟକଳାପକୁ ଆଉ ଦିନରେ ନୁହେଁ ବରଂ ରାତିରେ ଅନୁଧ୍ୟାନ କରିବେ ପର୍ଯ୍ୟଟକ।

Manoj Swain
  • Published: Friday, 25 August 2023
  • Updated: 25 August 2023, 05:29 PM IST

Sports

Latest News

ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବି ହେବ ବିଶ୍ୱସ୍ତରୀୟ । କେବଳ ଦିନ ବେଳା ନୁହେଁ ରାତିରେ ବି ଖୋଲିବ ଚଡ଼ିଆଖାନା । ରାତ୍ରୀଚର ପ୍ରାଣୀଙ୍କ ବିଚରଣ ଓ କାର୍ଯ୍ୟକଳାପକୁ ଆଉ ଦିନରେ ନୁହେଁ ବରଂ ରାତିରେ ଅନୁଧ୍ୟାନ କରିବେ ପର୍ଯ୍ୟଟକ। ଏ ନେଇ ନନ୍ଦନକାନନ ପକ୍ଷରୁ ସେଣ୍ଟ୍ରାଲ ଜୁ ଅଥରିଟିକୁ ଦିଆଯାଇଛି ମାଷ୍ଟର ପ୍ଲାନ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos