ନାଇଟ୍ ଆଉଟ୍ @ ନନ୍ଦନକାନନ | Odisha Reporter
Advertisment
ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବି ହେବ ବିଶ୍ୱସ୍ତରୀୟ । କେବଳ ଦିନ ବେଳା ନୁହେଁ ରାତିରେ ବି ଖୋଲିବ ଚଡ଼ିଆଖାନା । ରାତ୍ରୀଚର ପ୍ରାଣୀଙ୍କ ବିଚରଣ ଓ କାର୍ଯ୍ୟକଳାପକୁ ଆଉ ଦିନରେ ନୁହେଁ ବରଂ ରାତିରେ ଅନୁଧ୍ୟାନ କରିବେ ପର୍ଯ୍ୟଟକ। ଏ ନେଇ ନନ୍ଦନକାନନ ପକ୍ଷରୁ ସେଣ୍ଟ୍ରାଲ ଜୁ ଅଥରିଟିକୁ ଦିଆଯାଇଛି ମାଷ୍ଟର ପ୍ଲାନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us