Advertisment

ସୌନ୍ଦର୍ଯ୍ୟ ଖୋଜୁଛି ତପ୍ତପାଣି

ପାହାଡ଼ ଘେରା ଭିତରେ ଦକ୍ଷିଣ ଓଡ଼ଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର  ଏବେ ଜରାଜୀର୍ଣ୍ଣ ଅବସ୍ଥାରେ।

author-image
Manoj Swain

ମଧୁସୂଦନଙ୍କ କଲମ ବର୍ଣ୍ଣନା କରିଥିବା ତପ୍ତପାଣିର ସୁନ୍ଦରତା ଏବେ ଅବକ୍ଷୟମୁଖୀ। ପାହାଡ଼ ଘେରା ଭିତରେ ଦକ୍ଷିଣ ଓଡ଼ଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର  ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୁଢ କୁଢ ଆବର୍ଜନା ସାଙ୍ଗକୁ ରାସ୍ତା କଡ଼ରେ ପଡି ରହିଛି ଜଳିସାରିଥିବା ଦୀପ। ଯାହା ଫଳରେ ଏହି ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟ ବିଗିଡ଼ି ଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ganjam Taptapani Tourist Places Odisha