Advertisment

କରନ୍ତୁ ଏହି ସବୁ ଉପାୟ; ଦୂରହେବ ଅଭାବ ଅନଟନ

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ନିୟମ ରହିଛି। ଯାହା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖଶାନ୍ତି ବିରାଜମାନ କରିଥାଏ ।

ଅଦ୍ୟତନ ହୋଇଛି
Rupees

Rupees

Advertisment

ଭଲ ରୋଜଗାର ସତ୍ତ୍ୱେ ଅନେକ ଲୋକଙ୍କୁ ନିୟମିତ ଭାବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ। ଘର ସଦସ୍ୟଙ୍କର ଦେହ ଅସୁସ୍ଥ ରହିଥାଏ। ଏହା ପଛରେ ଘରର ବାସ୍ତୁଦୋଷ ଥାଇପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ନିୟମ ରହିଛି। ଯାହା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖଶାନ୍ତି ବିରାଜମାନ କରିଥାଏ ।

Advertisment

>ମା’ଲକ୍ଷ୍ମୀଙ୍କର ସ୍ୱାମୀ ହେଉଛନ୍ତି ବିଷ୍ଣୁ। ଅଶ୍ୱସ୍ତ ବୃକ୍ଷରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଏଥିପାଇଁ ପ୍ରତ୍ୟେକ ଦିନ ଅର୍ଥାତ ପୂର୍ଣ୍ଣିମା ଦିନ ଅଶ୍ୱସ୍ତ ଗଛକୁ ପୂଜା କଲେ ଶୁଭଫଳ ମିଳିଥାଏ। ଘରେ ସୁଖଶାନ୍ତି ବିରାଜମାନ କରିଥାଏ ।

>ମା’ ଲକ୍ଷ୍ମୀଙ୍କର ପ୍ରିୟ ରଙ୍ଗ ଲାଲ ହୋଇଥାଏ। ପ୍ରତି ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ଲାଲ ରଙ୍ଗର ଫୁଲ ଅର୍ପିତ କରନ୍ତୁ ଓ ବିଧି ଅନୁସାରେ ପୂଜାପାଠ କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Advertisment

>ଆଲମାରୀ ଓ ତେଜୁରିରେ  ଟଙ୍କା ପଇସା ରଖିଥାନ୍ତି। ଏଥିରେ ଲାଲ ରଙ୍ଗର ବସ୍ତ୍ର ପକାଇ ଟଙ୍କା ପଇସା ରଖନ୍ତୁ। ଶୁଭଫଳ ମିଳିଥାଏ। ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ। ଘରେ  ଓ ଦୋକାନରେ ଲାଗି ରହୁଥିବା ଅଭାବ ଅନଟନ ଦୂର ହୋଇଥାଏ।

Astrology Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe