"ସଖା"

୧ ହାତୀ ମୋର ଝୁଲଇରେ .. ଗୀତ ଗାଏ ଯଶୋଦା ତୁ ନନ୍ଦରଜାର ଦୋଳିରେ ଝୁଲୁଥା ଛତିଶ କୋଟି ଦେବାଦେବୀ ଏବେ ଛଟେଇ ହେଲେଣି ଚାଲିଛି ଆର୍ଥିକ ମାନ୍ଦାବସ୍ଥା ପାଣି ମିଶା କ୍ଷୀରରେ ସିସିକାର କରୁଛି ତୋର ବାଙ୍କ ଚାହାଣୀ ଆଉ ତୋ ଉପରେ ଅଭିଯୋଗ ତୁ ସୁଦ୍ଦୁ ଦଗାଦିଆ ମୟୂର ଚୂଳିଆ ତୋର ବେଢାକୁ ଟିକେଟ ତୋ ଦରଶନକୁ ଲମ୍ବା ଲାଇନ ଭକତର ପ୍ରେମରେ ଅଇ ଉଠେଇ ତା ନୂଆଁ ଲୁଗାରେ କାଦୁଅ ତା ଅଣ୍ଟା […]

sakha

sakha

Puspanjali Panda
  • Published: Tuesday, 24 September 2019
  • Updated: 24 September 2019, 02:47 PM IST

Sports

Latest News

ହାତୀ ମୋର ଝୁଲଇରେ ..
ଗୀତ ଗାଏ ଯଶୋଦା
ତୁ ନନ୍ଦରଜାର ଦୋଳିରେ ଝୁଲୁଥା

ଛତିଶ କୋଟି ଦେବାଦେବୀ
ଏବେ ଛଟେଇ ହେଲେଣି
ଚାଲିଛି ଆର୍ଥିକ ମାନ୍ଦାବସ୍ଥା
ପାଣି ମିଶା କ୍ଷୀରରେ
ସିସିକାର କରୁଛି
ତୋର ବାଙ୍କ ଚାହାଣୀ
ଆଉ ତୋ ଉପରେ ଅଭିଯୋଗ
ତୁ ସୁଦ୍ଦୁ ଦଗାଦିଆ ମୟୂର ଚୂଳିଆ

ତୋର ବେଢାକୁ ଟିକେଟ
ତୋ ଦରଶନକୁ ଲମ୍ବା ଲାଇନ

ଭକତର ପ୍ରେମରେ ଅଇ ଉଠେଇ
ତା ନୂଆଁ ଲୁଗାରେ କାଦୁଅ
ତା ଅଣ୍ଟା ଯାଏ ନର୍ଦମା ପାଣି

ତତେ ନେଇ ଗଢି ହେଲାନି କିଛି
ତୋର ଗୋଲ ଗୋଲ ଆଖି
ତୋର ପଥରର ଛାତି
ତୋର ବେନାମୀ ପ୍ରେମ
ତୋର ମଧ୍ୟମା ଆଙ୍ଗୁଠିରେ ସମ୍ଭୋଗ ମୁଦ୍ରା
ତତେ ଜଣା ଯେତେ ସବୁ ରତୀ କ୍ରୀଡା
ତତେ ଜଣା ଗୋପାଙ୍ଗନାଙ୍କ ବସ୍ତ୍ର ହରଣ

ତୋ ବଂଶୀ ରେ ଅନ୍ଧାର ସମର୍ପି ଥିଲା ଦେହ
ତୋ ଚନ୍ଦନ ପେଡିରେ ରାସାୟନିକ କ୍ଷରଣ
ତୋ ମେଘୁଆ କପାଳରେ
ମୋ ହାତ ଘୋରା ଶୁଖିଲା ରକ୍ତ ଚନ୍ଦନ

ତୁ ମୋର କେହି ଜଣେ
ଯିଏ ପ୍ରେମିକ ହେବାର ଯୋଗ୍ୟ ନୁହେଁ
ଯାହା ସହ ଯମୁନା ଛାତିରେ ପାରିଧି ରେ ଯାଇ ହୁଏନା
ଯାହା ସହ ରାତି ସାରା ଝଗଡାରେ କଟିଯାଏ
ସୁଖ ଦୁଃଖ ଗପି ହୁଏନା
ଯାହାକୁ ଗାଳି ଦେଇ ହୁଏ ଅଢେଇ ଘଣ୍ଟା
ଅଥଚ ଅଢେଇ ମିନିଟ ବ୍ଲକ କରି ହୁଏନା

ଛାଡ ତୋ ଦେଇ ପ୍ରେମ ହୁଏନା
ଛାଡ ଏତେ ସବୁ ପରେବି ତତେ ଛାଡି
ମୋର ରାତି ବାରଟା ତେଇଶ ବାଟବଣା।
............................

ରେଢାଖୋଲ ହସପିଟାଲ
ସମ୍ବଲପୁର ,୭୬୮୧୦୬
mishramanini5@gmail.com
ଫୋନ୍‌:୯୪୩୭୩୨୯୩୧୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story