"ଶେଷ ପ୍ରେମ"

ତୋ ଜୀବନର ପ୍ରଥମ ପ୍ରେମ ନୁହେଁ ମୁଁ ଶେଷ ପ୍ରେମ ହେବାକୁ ଚାହେଁ… ପ୍ରଥମ ପ୍ରେମ ପିଲାଦିନ ବୋହୂ ବୋହୂକା, ଲୁଚକାଳି, ବାଲିଘର ପରି ଦିନେ ନା ଦିନେ ଭାଙ୍ଗିଯିବ… ତୂଳା ପରି ହୃଦୟ ମୋର ଲୁହର ଓଜନ କେମିତି ସହିବ… ତୋ ହାତ ଧରି ବାଟ ଚାଲୁଥିବି ଜୀବନର ଶେଷ ନିଶ୍ୱାସ ଯାଏ … ଫି ରାତି ତୋ ସହ ମିଶି ଗଣି ସାରିଥିବା ତାରାକୁ ପୁଣିଥରେ ଗଣିବାକୁ ଚାହେଁ… ମୁଁ ତୋର ପ୍ରଥମ ପ୍ରେମ […]

dipa

dipa

Puspanjali Panda
  • Published: Sunday, 11 August 2019
  • Updated: 11 August 2019, 01:52 PM IST

Sports

Latest News

ତୋ ଜୀବନର ପ୍ରଥମ ପ୍ରେମ ନୁହେଁ
ମୁଁ ଶେଷ ପ୍ରେମ ହେବାକୁ ଚାହେଁ...

ପ୍ରଥମ ପ୍ରେମ
ପିଲାଦିନ ବୋହୂ ବୋହୂକା, ଲୁଚକାଳି, ବାଲିଘର ପରି ଦିନେ ନା ଦିନେ ଭାଙ୍ଗିଯିବ...
ତୂଳା ପରି ହୃଦୟ ମୋର ଲୁହର ଓଜନ କେମିତି ସହିବ...
ତୋ ହାତ ଧରି ବାଟ ଚାଲୁଥିବି
ଜୀବନର ଶେଷ ନିଶ୍ୱାସ ଯାଏ ...

ଫି ରାତି ତୋ ସହ ମିଶି
ଗଣି ସାରିଥିବା ତାରାକୁ ପୁଣିଥରେ ଗଣିବାକୁ ଚାହେଁ...
ମୁଁ ତୋର ପ୍ରଥମ ପ୍ରେମ ନୁହେଁ ଶେଷ ପ୍ରେମ ହେବାକୁ ଚାହେଁ....

ପ୍ରେମ ତ ତାହା ନୁହେଁ
ଆଜି ହୋଇ କାଲି ଭାଙ୍ଗିଯିବ…
ଆଖିର ଲୁହକୁ ନିତି ତକିଆ ପିଇବ...

ପ୍ରେମ ତାହା
ଛାତି ତଳେ ରହି ଛାତିକୁ ଚିମୁଟି
ରୁଗୁ ରୁଗୁ କରି ଜଳୁଥିବ ଜାଳୁଥିବ...

ମୁଁ ତୋ ପାଇଁ ଜହ୍ନ ନୁହେଁ ଆକାଶ ହେବାକୁ ଚାହେଁ...
ହାତ ସହ ହାତ ନୁହେଁ ରକତରେ ମିଶି ଯିବାକୁ ଚାହେଁ...

ମୁଁ ତୋର ପ୍ରଥମ ପ୍ରେମ ନୁହେଁ
ଶେଷ ପ୍ରେମ ହେବାକୁ ଚାହେଁ...

................###..................

ସା / ପୋ :- ଚନ୍ଦାହାଣ୍ଡି
ପିନ୍ :- ୭୬୪୦୫୯
ଜିଲ୍ଲା କଳାହାଣ୍ଡି
ମୋ :- ୮୦୧୮୬୬୧୩୩୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story