Advertisment

ଅଶ୍ୱିନୀ କୁମାର ମିଶ୍ରଙ୍କ ଉପନ୍ୟାସ ‘ଫିଟ୍‌ ଇନ୍‌ ଦି ଭ୍ୟାଲି’ର ତାମିଲ ଅନୁବାଦ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫିଟ୍‌ ଇନ୍‌ ଦି ଭ୍ୟାଲି’ ପୁସ୍ତକ ଉନ୍ମୋଚିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଔପନାସିକ ତଥା କବି ଅଶ୍ୱିନୀ କୁମାର ମିଶ୍ରଙ୍କ ଇଂରାଜୀ ଉପନ୍ୟାସ ‘ଫିଟ୍‌ ଇନ୍‌ ଦି ଭ୍ୟାଲି’ର ତାମିଲ ଭାଷାରେ ଅନୁବାଦ ହୋଇଛି। ଯାହାର ନାଁ ରହିଛି ‘ଅରଣ୍ୟ ତାଣ୍ଡଭମ୍‌’। ତାମିଲନାଡୁ ସ୍ଥିତ ପେରାମ୍ୱୁଲଠାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ରୋଭର୍‌ ଗ୍ରୁପର ଅଧ୍ୟକ୍ଷ କେ. ଭରଦରାଜନ, ଅନୁବାଦକ ପ୍ରଫେସର ଜି.ମୂର୍ତ୍ତି ସମୀକ୍ଷକ ମାଥିକାନନ, ପ୍ରକାଶକ ଥିରୁରୁର ଗୁନା ବକ୍ତା, […]

ଅଦ୍ୟତନ ହୋଇଛି
ଅଶ୍ୱିନୀ କୁମାର ମିଶ୍ରଙ୍କ ଉପନ୍ୟାସ ‘ଫିଟ୍‌ ଇନ୍‌ ଦି ଭ୍ୟାଲି’ର ତାମିଲ ଅନୁବାଦ ଉନ୍ମୋଚିତ

Tamil

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫିଟ୍‌ ଇନ୍‌ ଦି ଭ୍ୟାଲି’ ପୁସ୍ତକ ଉନ୍ମୋଚିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଔପନାସିକ ତଥା କବି ଅଶ୍ୱିନୀ କୁମାର ମିଶ୍ରଙ୍କ ଇଂରାଜୀ ଉପନ୍ୟାସ ‘ଫିଟ୍‌ ଇନ୍‌ ଦି ଭ୍ୟାଲି’ର ତାମିଲ ଭାଷାରେ ଅନୁବାଦ ହୋଇଛି। ଯାହାର ନାଁ ରହିଛି ‘ଅରଣ୍ୟ ତାଣ୍ଡଭମ୍‌’।

Advertisment

ତାମିଲନାଡୁ ସ୍ଥିତ ପେରାମ୍ୱୁଲଠାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ରୋଭର୍‌ ଗ୍ରୁପର ଅଧ୍ୟକ୍ଷ କେ. ଭରଦରାଜନ, ଅନୁବାଦକ ପ୍ରଫେସର ଜି.ମୂର୍ତ୍ତି ସମୀକ୍ଷକ ମାଥିକାନନ, ପ୍ରକାଶକ ଥିରୁରୁର ଗୁନା ବକ୍ତା, ପ୍ରଫେସର ଡକ୍ଟର ଟି ମାର୍କସ, ଡାକ୍ତର ଡି.ଶେଖର ଡାକ୍ତର ଜି. ତାମିଲ ମାରନ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉପନ୍ୟାସର ଲେଖା ଉଚ୍ଚକୋଟିର ଏଥିରେ ଚରିତ୍ରମାନଙ୍କର ବର୍ଣ୍ଣନା ବେଶ ନିଖୁଣ ଭାବେ କରାଯାଇଛି ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି। ଏହି ସମାରୋହରେ ଶତାଧିକ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe