Advertisment

'ଯେତିକି ଦେଇଛୁ' ଲୋକାର୍ପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରିନ୍ସ ପବ୍ଲିକେସନ୍‌ସ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାର ପରିସରରେ ଗୌରୀଶଙ୍କର ପଣ୍ଡାଙ୍କ କବିତା ସଂକଳନ ‘ଯେତିକି ଦେଇଛୁ’ ଲୋକାର୍ପିତ ହୋଇଛି। ଏଥିରେ ଜୁନାଗଡ଼ ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, କବି ହରପ୍ରସାଦ ଦାସ ଓ କଥାକାର ଅଜୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି ପୁସ୍ତକଟିରେ ଶ୍ରୀ ପଣ୍ଡାଙ୍କ ରଚିତ ୧୬ଟି କବିତା ରହିଛି। କବି ଅମରେଶ ବିଶ୍ୱାଳ ଏହି ପୁସ୍ତକର ସମୀକ୍ଷା କରିଥିବା ବେଳେ ଅସିତ ପ୍ରଧାନ, ରାଜ୍‌କିଶୋର ପଣ୍ଡିତ୍‌ ଓ ସ୍ମୃତିଶିଖା […]

ଅଦ୍ୟତନ ହୋଇଛି
'ଯେତିକି ଦେଇଛୁ' ଲୋକାର୍ପିତ

book release jetiki deichhu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରିନ୍ସ ପବ୍ଲିକେସନ୍‌ସ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାର ପରିସରରେ ଗୌରୀଶଙ୍କର ପଣ୍ଡାଙ୍କ କବିତା ସଂକଳନ 'ଯେତିକି ଦେଇଛୁ' ଲୋକାର୍ପିତ ହୋଇଛି। ଏଥିରେ ଜୁନାଗଡ଼ ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, କବି ହରପ୍ରସାଦ ଦାସ ଓ କଥାକାର ଅଜୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ଏହି ପୁସ୍ତକଟିରେ ଶ୍ରୀ ପଣ୍ଡାଙ୍କ ରଚିତ ୧୬ଟି କବିତା ରହିଛି। କବି ଅମରେଶ ବିଶ୍ୱାଳ ଏହି ପୁସ୍ତକର ସମୀକ୍ଷା କରିଥିବା ବେଳେ ଅସିତ ପ୍ରଧାନ, ରାଜ୍‌କିଶୋର ପଣ୍ଡିତ୍‌ ଓ ସ୍ମୃତିଶିଖା ମହାପାତ୍ର କବିତା ଆବୃତି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe