Advertisment

ମୋ ଭୋଟ୍‌, ମୋର ଶପଥ

ମୋ ଭୋଟ୍‌, ମୋର ଶପଥ ଡି. ନିରଞ୍ଜନ ରେଡ୍ଡି ଦାଗୀକୁ ନୁହେଁ କି, ଦାନବକୁ ନୁହେଁ ସୁସ୍ଥ ଗଣତନ୍ତ୍ର ପାଇଁ ମୋ ଭୋଟ୍ ॥୧॥ ମାୟାକୁ ନୁହେଁ କି, ମାୟାବିନୀକୁ ନୁହେଁ ମୂଲ୍ୟବୋଧ ପାଇଁ ମୋ ଭୋଟ୍‌ ॥୨॥ ନୋଟ୍‌ ନେଇ ନୁହେଁ କି, ବିୟୁଟି ଦେଖି ନୁହେଁ ସ୍ଥାୟୀ ସରକାର ପାଇଁ ମୋ ଭୋଟ୍‌ ॥୩॥ ମଦ ପିଇ ନୁହେଁ କି, ମାଂସ ଖାଇ ନୁହେଁ ଦେଶ ମାତୃକା ପାଇଁ ମୋ ଭୋଟ୍ ॥୫॥ ମୋ […]

ମୋ ଭୋଟ୍‌, ମୋର ଶପଥ

images

Advertisment

ମୋ ଭୋଟ୍‌, ମୋର ଶପଥ
ଡି. ନିରଞ୍ଜନ ରେଡ୍ଡି

ଦାଗୀକୁ ନୁହେଁ କି, ଦାନବକୁ ନୁହେଁ
ସୁସ୍ଥ ଗଣତନ୍ତ୍ର ପାଇଁ ମୋ ଭୋଟ୍ ॥୧॥

ମାୟାକୁ ନୁହେଁ କି, ମାୟାବିନୀକୁ ନୁହେଁ
ମୂଲ୍ୟବୋଧ ପାଇଁ ମୋ ଭୋଟ୍‌ ॥୨॥

ନୋଟ୍‌ ନେଇ ନୁହେଁ କି, ବିୟୁଟି ଦେଖି ନୁହେଁ
ସ୍ଥାୟୀ ସରକାର ପାଇଁ ମୋ ଭୋଟ୍‌ ॥୩॥

ମଦ ପିଇ ନୁହେଁ କି, ମାଂସ ଖାଇ ନୁହେଁ
ଦେଶ ମାତୃକା ପାଇଁ ମୋ ଭୋଟ୍ ॥୫॥

ମୋ ଭୋଟ୍‌, ମୋ ଶପଥ,
ଏଥର ନିର୍ବାଚନରେ ନିଶ୍ଚେ ଦେବି ମୁଁ ଭୋଟ୍‌ ॥୬॥

ଭୁବନେଶ୍ୱର, ଫୋନ୍-୯୯୩୭୯୯୨୬୫୦

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe