Advertisment

କେନ୍ଦ୍ର ସାହିତ୍ୟ ଏକାଡେମୀ ‘ମହୋତ୍ତର ସଦସ୍ୟ’ ଭାବେ ମନୋନୀତ ହେଲେ କବି ଜୟନ୍ତ ମହାପାତ୍ର

ଭୁବନେଶ୍ୱର (ଓଡ଼ିଶାରିପୋର୍ଟର): ବିଶିଷ୍ଟ କବି ତଥା ଲେଖକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ବା ମହୋତ୍ତର ସଦସ୍ୟ ଭାବେ ମନୋନୀତି ହୋଇଛନ୍ତି। ଭାରତୀୟ ସାହିତ୍ୟ ପ୍ରତି ତାଙ୍କର ଜୀବନବ୍ୟାପୀ ଅବଦାନକୁ ଦୃଷ୍ଟିରେ ରଖି କେନ୍ଦ୍ର ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ତାଙ୍କୁ ଏଥିପାଇଁ ମନୋନୀତ କରିଛନ୍ତି। ଏହି ପଦବୀ ସାହିତ୍ୟ ଏକାଡେମୀର ସବୁଠାରୁ ବଡ଼ ସମ୍ମାନ। ସୂଚନା ଅନୁସାରେ ଏହା ପୂର୍ବରୁ ଡୋଗରୀ ଲେଖିକା ପଦ୍ମା ସଚେଦେବ, ପ୍ରସିଦ୍ଧ ହିନ୍ଦୀ କବି ବିଶ୍ୱନାଥ ପ୍ରସାଦ […]

author-image
Amaresh Biswal
ଅଦ୍ୟତନ ହୋଇଛି
କେନ୍ଦ୍ର ସାହିତ୍ୟ ଏକାଡେମୀ ‘ମହୋତ୍ତର ସଦସ୍ୟ’ ଭାବେ ମନୋନୀତ ହେଲେ କବି ଜୟନ୍ତ ମହାପାତ୍ର

Jaga

ଭୁବନେଶ୍ୱର (ଓଡ଼ିଶାରିପୋର୍ଟର): ବିଶିଷ୍ଟ କବି ତଥା ଲେଖକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ବା ମହୋତ୍ତର ସଦସ୍ୟ ଭାବେ ମନୋନୀତି ହୋଇଛନ୍ତି। ଭାରତୀୟ ସାହିତ୍ୟ ପ୍ରତି ତାଙ୍କର ଜୀବନବ୍ୟାପୀ ଅବଦାନକୁ ଦୃଷ୍ଟିରେ ରଖି କେନ୍ଦ୍ର ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ତାଙ୍କୁ ଏଥିପାଇଁ ମନୋନୀତ କରିଛନ୍ତି। ଏହି ପଦବୀ ସାହିତ୍ୟ ଏକାଡେମୀର ସବୁଠାରୁ ବଡ଼ ସମ୍ମାନ।
ସୂଚନା ଅନୁସାରେ ଏହା ପୂର୍ବରୁ ଡୋଗରୀ ଲେଖିକା ପଦ୍ମା ସଚେଦେବ, ପ୍ରସିଦ୍ଧ ହିନ୍ଦୀ କବି ବିଶ୍ୱନାଥ ପ୍ରସାଦ ତିୱାରୀ, ପ୍ରସିଦ୍ଧ ଅହମିୟା ଲେଖକ ନଗେନ ସାଇକିଆ ଏହି ସଦସ୍ୟ ଭାବେ ମନୋନିତ ହୋଇଛନ୍ତି।
୧୯୨୮ରେ ଜନ୍ମ ଗ୍ରହଣ କରିଥିବା କବି ଜୟନ୍ତ ମହାପାତ୍ର ଭାରତୀୟ ଇଂରାଜୀ କବି ଭାବେ ବିଶ୍ୱ ପ୍ରଶିଦ୍ଧ। ୨୦୦୯ ମସିହାରେ ଦେଶରେ ଅସହିସ୍ନୁତା ପ୍ରସଙ୍ଗକୁ ନେଇ ଶ୍ରୀ ମହାପାତ୍ର ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବା ଭଳି ଚରମ ନିଷ୍ପତ୍ତି ମଧ୍ୟ ନେଇଥିଲେ।

Advertisment