Advertisment

ଭଲ ଜିନିଷ ସହଜରେ ମିଳେ ନାହିଁ

ଅନ୍ୟକୁ ଘୃଣା ଚକ୍ଷୁରେ ଦେଖିବା, ଅନ୍ୟକୁ ସହି ନ ପାରିବା, ଅନ୍ୟ ପ୍ରତି ହିଂସା ଆଚରଣ ଅତି ସହଜ। କିନ୍ତୁ ସେହି ଲୋକମାନଙ୍କୁ ହୃଦୟର ସହ ଭଲ ପାଇବା ସହଜ ନୁହେଁ। ସେହି ସମାନ ସୂତ୍ରରେ କହିଲେ, ଜୀବନରେ ଖରାପ ଜିନିଷ ବହୁତ ସହଜରେ ମିଳେ। କିନ୍ତୁ ଭଲ ଜିନିଷ ସହଜରେ ମିଳେ ନାହିଁ। ତେଣୁ ବିଳମ୍ବ ହେଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କର୍ମ କରି ଚାଲିବା ଆଉ ଭଲ ଜିନିଷକୁ ଅପେକ୍ଷା କରିବା ହେଉଛି […]

author-image
Biswobandita Swain
ଅଦ୍ୟତନ ହୋଇଛି
ଯେତେଥର ପଡ଼ିଗଲେ ବି ସାହସର ସହ ପୁଣି ଠିଆ ହେବା ହିଁ ପ୍ରକୃତ ବିଜୟ

jibana

ଅନ୍ୟକୁ ଘୃଣା ଚକ୍ଷୁରେ ଦେଖିବା, ଅନ୍ୟକୁ ସହି ନ ପାରିବା, ଅନ୍ୟ ପ୍ରତି ହିଂସା ଆଚରଣ ଅତି ସହଜ। କିନ୍ତୁ ସେହି ଲୋକମାନଙ୍କୁ ହୃଦୟର ସହ ଭଲ ପାଇବା ସହଜ ନୁହେଁ।

Advertisment

ସେହି ସମାନ ସୂତ୍ରରେ କହିଲେ, ଜୀବନରେ ଖରାପ ଜିନିଷ ବହୁତ ସହଜରେ ମିଳେ। କିନ୍ତୁ ଭଲ ଜିନିଷ ସହଜରେ ମିଳେ ନାହିଁ। ତେଣୁ ବିଳମ୍ବ ହେଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କର୍ମ କରି ଚାଲିବା ଆଉ ଭଲ ଜିନିଷକୁ ଅପେକ୍ଷା କରିବା ହେଉଛି ଜୀବନ ଜିତିବାର ସୂତ୍ର।