OR Bureau     6:50 pm, November 10, 2020

ଓଡିଶା ଉପନିର୍ବାଚନ ଫଳାଫଳ ୨୦୨୦ Live ଅପଡେଟ: ତିର୍ତ୍ତୋଲରେ ୨୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୨,୦୨୫ ଭୋଟରେ ଆଗୁଆ

Odisha-byelection Result-2020

6:50 pm, November 10, 2020

ତିର୍ତ୍ତୋଲରେ ୨୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୨,୦୨୫ ଭୋଟରେ ଆଗୁଆ

6:49 pm, November 10, 2020

ବାଲେଶ୍ୱରରେ ୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୧୫୮୮ ଭୋଟରେ ଆଗୁଆ

5:21 pm, November 10, 2020

ତିର୍ତ୍ତୋଲରେ ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୬,୬୬୭ ଭୋଟରେ ଆଗୁଆ

5:20 pm, November 10, 2020

ବାଲେଶ୍ୱରରେ ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୦୮୩ ଭୋଟରେ ଆଗୁଆ

4:20 pm, November 10, 2020

ବାଲେଶ୍ୱର ସଦରରେ ୧୪ ରାଉଣ୍ଡ ଶେଷ ସୁଦ୍ଧା ସ୍ଥିତି: ବିଜେଡି- ୫୧,୦୯୩; ବିଜେପି- ୪୪,୬୧୭; କଂଗ୍ରେସ- ୩୩୩୭

4:19 pm, November 10, 2020

ତିର୍ତ୍ତୋଲରେ ୧୪ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସ୍ଥିତି: ବିଜେଡି ୪୬,୯୩୧, ବିଜେପି- ୨୫,୯୮୫, କଂଗ୍ରେସ- ୧୨,୧୪୫

4:15 pm, November 10, 2020

ତିର୍ତ୍ତୋଲରେ ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦୯୪୬ ଭୋଟରେ ଆଗୁଆ

4:14 pm, November 10, 2020

ବାଲେଶ୍ୱରରେ ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୪୭୬ ଭୋଟରେ ଆଗୁଆ

3:52 pm, November 10, 2020

ତିର୍ତ୍ତୋଲରେ ୧୩ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସ୍ଥିତି; ବିଜେଡି- ୪୩,୯୫୪, ବିଜେପି- ୨୪, ୬୯୦, କଂଗ୍ରେସ-୧୦,୭୬୬

3:43 pm, November 10, 2020

ତିର୍ତ୍ତୋଲରେ ୧୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୯୨୬୪ ଭୋଟରେ ଆଗୁଆ