/odisha-reporter/media/post_attachments/uploadimage/library/16_9/16_9_0/Ratha_1721060916.jpg)
Ratha
ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ଯାଇଛି ମହାପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ। ବାହୁଡ଼ା ଯାତ୍ରାର ଟିକିନିକି ଖବର ଜାଣିବା ପାଇଁ ଲଗ୍ ଇନ୍ କରନ୍ତୁ. odishareporter.in
- Jul 15, 2024 22:13 IST
ସରିଲା ବହହୁଡ଼ା ଯାତ୍ରା
ସିଂହଦ୍ୱାରରେ ଲାଗିଲା ତିନି ରଥ #Odishahttps://t.co/zPfMp2CnS6
— Odisha Reporter (@OdishaReporter) July 15, 2024
- Jul 15, 2024 21:25 IST
ସିଂହଦ୍ୱାରରେ ଲାଗିଲା ୩ ରଥ
* ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା; ସିଂହଦ୍ୱାରରେ ଲାଗିଲା ୩ ରଥ
* ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ #Odisha#BahudaJatra#BahudaYatra#Puri#OdishaReporterpic.twitter.com/35ZLMBSvuo— Odisha Reporter (@OdishaReporter) July 15, 2024
- Jul 15, 2024 20:33 IST
ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଲେ ଗଜପତି
* ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ କାଳିଆ ସାଆନ୍ତ
* ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଲେ ଗଜପତି #Odisha#BahudaJatra#BahudaYatra#Puri#OdishaReporterpic.twitter.com/rc0GeIjNtv— Odisha Reporter (@OdishaReporter) July 15, 2024
- Jul 15, 2024 20:18 IST
ସୁଧାରିଲେ ତ୍ରୁଟି
ବାହୁଡ଼ାରେ ସୁଧାରିଲେ ଗୁଣ୍ଡିଚା ତ୍ରୁଟି #Odishahttps://t.co/P7J6tZatDB
— Odisha Reporter (@OdishaReporter) July 15, 2024
- Jul 15, 2024 18:14 IST
ବଡଦାଣ୍ଡରେ ଆଗେଇ ଚାଲିଲା ମା’ ସୁଭଦ୍ରାଙ୍କ ରଥ
#ଗଡ଼ିଲା_ଦର୍ପଦଳନ
ବଡଦାଣ୍ଡରେ ଆଗେଇ ଚାଲିଲା ମା’ ସୁଭଦ୍ରାଙ୍କ ରଥ । ହୁଳହୁଳି ପକାଇ ଟାଣିନେଲେ ହଜାର ହଜାର ଭକ୍ତ । #Odisha#RathaJatra2024#BahudaYatra#Puri#OdishaReporterpic.twitter.com/tVoyXjzPki— Odisha Reporter (@OdishaReporter) July 15, 2024
- Jul 15, 2024 17:51 IST
ବଡ଼ ଦାଣ୍ଡରେ ଗଡ଼ି ଚାଲିଛି ତାଳଧ୍ୱଜ
- Jul 15, 2024 17:49 IST
ପୋଡ଼ପିଠା ଖାଇବାକୁ ଅଟକିଲେ ବଡ଼ଠାକୁର
* ବଳଗଣ୍ଡି ଛକରେ ଅଟକିଲା ବଳଭଦ୍ରଙ୍କ ତାଳଧ୍ୱଜ
* ପୋଡ଼ପିଠା ଖାଇବାକୁ ଅଟକିଲେ ବଡ଼ଠାକୁର
* ମାଉସୀ ମାଆ ମନ୍ଦିର ନିକଟରେ ଲାଗି ହେଲା ପୋଡ଼ପିଠା #Odisha#BahudaJatra#BahudaYatrapic.twitter.com/psKTKCbuAj— Odisha Reporter (@OdishaReporter) July 15, 2024
- Jul 15, 2024 16:32 IST
ଶରଧାବାଲିରୁ ଗଡ଼ିଲା ୩ ରଥ
* ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା; ଶରଧାବାଲିରୁ ଗଡ଼ିଲା ୩ ରଥ
* ପ୍ରଥମେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ
* ଶରଧାବାଲିରୁ ଗଡ଼ିଲା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ
* ସବା ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଗଡ଼ିଲା
* ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ #Odisha#BahudaJatra#BahudaYatrapic.twitter.com/X57VN74FSI— Odisha Reporter (@OdishaReporter) July 15, 2024
- Jul 15, 2024 15:33 IST
ରଥ ଟଣା ଆରମ୍ଭ
* ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା; ଆରମ୍ଭ ହେଲା ରଥଟଣା
* ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ
* ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ
* ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ #Odisha#BahudaJatra#BahudaYatra#Puri#OdishaReporterpic.twitter.com/j2tYiIIwFF— Odisha Reporter (@OdishaReporter) July 15, 2024
- Jul 15, 2024 15:04 IST
ଚାଲିଛି ମହାପ୍ରଭୁଙ୍କର ଛେରା ପହଁରା
ଚାଲିଛି ମହାପ୍ରଭୁଙ୍କର ଛେରା ପହଁରା । ଗଜପତି ମହାରାଜା କରୁଛନ୍ତି ଛେରା ପହଁରା । କିଛି ସମୟରେ ଆରମ୍ଭ ହେବ ରଥ ଟଣା । #Odisha#RathaJatra2024#BahudaYatra#Puri#OdishaReporterpic.twitter.com/dfCnKLX05i
— Odisha Reporter (@OdishaReporter) July 15, 2024
- Jul 15, 2024 14:25 IST
ରଥରେ ଛେରାପହଁରା ନୀତି ଆରମ୍ଭ
* ରଥରେ ଛେରାପହଁରା ନୀତି ଆରମ୍ଭ
* ତାଳଧ୍ବଜ ରଥରେ ଛେରାପହଁରା କଲେ ଗଜପତି ମହାରାଜା #Odisha#BahudaJatra#RathaJatra2024#BahudaYatra#Puri#OdishaReporterpic.twitter.com/eFvI8hntqR— Odisha Reporter (@OdishaReporter) July 15, 2024
- Jul 15, 2024 13:48 IST
ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ସରିଲା ପହଣ୍ଡି: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି #Odisha#BahudaJatra#BahudaYatra#Puri#OdishaReporterpic.twitter.com/z3YGD7I1u1
— Odisha Reporter (@OdishaReporter) July 15, 2024
- Jul 15, 2024 13:46 IST
ରଥାରୂଢ଼ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ
ପୁରୀ: ରଥାରୂଢ଼ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ #Odishapic.twitter.com/kKZeTGDHq1
— Odisha Reporter (@OdishaReporter) July 15, 2024
- Jul 15, 2024 13:46 IST
ରଥାରୂଢ଼ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ
ପୁରୀ: ରଥାରୂଢ଼ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ #Odishapic.twitter.com/kKZeTGDHq1
— Odisha Reporter (@OdishaReporter) July 15, 2024
- Jul 15, 2024 13:34 IST
'ପ୍ରଭୁଙ୍କ ଇଚ୍ଛା ଅନୁଯାଇ ସବୁ କାର୍ଯ୍ୟ ହୁଏ'
'#ସବୁ_ପ୍ରଭୁଙ୍କ_ଇଚ୍ଛା'
ଆଜି ବିଶ୍ୱନିୟନ୍ତାଙ୍କ ବାହୁଡ଼ା ଯାତ୍ରା । ବାହୁଡ଼ା ଯାତ୍ରା ଶୃଙ୍ଖଳିତ କରିବା ପାଇଁ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ପ୍ରଭୁଙ୍କ ଇଚ୍ଛା ଅନୁଯାଇ ସବୁ କାର୍ଯ୍ୟ ହୁଏ । #Odisha#RathaJatra2024#BahudaYatra#Puri#OdishaReporterpic.twitter.com/RIX2m50QOX— Odisha Reporter (@OdishaReporter) July 15, 2024
- Jul 15, 2024 13:07 IST
ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ
ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ । ଘଣ୍ଟର ତାଳେ ତାଳେ ଟାହିଆ ହଲାଇ ଆସୁଛନ୍ତି ମହାପ୍ରଭୁ । #Odisha#BahudaJatra#RathaJatra2024#BahudaYatra#Puri#OdishaReporterpic.twitter.com/YtSvUPZbeE
— Odisha Reporter (@OdishaReporter) July 15, 2024
- Jul 15, 2024 12:36 IST
ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତି ଅନୁଧ୍ୟାନ କରିଛନ୍ତି
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବାହୁଡ଼ା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବୁ। ଶାନ୍ତି ଶୃଙ୍ଖଳାର ସହ ନୀତି ସଂପାଦିତ ହେବ। #Odisha#BahudaJatra#BahudaYatrapic.twitter.com/bkWLRXheyv
— Odisha Reporter (@OdishaReporter) July 15, 2024
- Jul 15, 2024 12:36 IST
ରଥକୁ ବିଜେ କଲେ ଶ୍ରୀସୁଦର୍ଶନ
- Jul 15, 2024 12:32 IST
ମହାପ୍ରଭୁଙ୍କୁ ଥରେ ଆଡ଼ପ ମଣ୍ଡପରେ ଦର୍ଶନ କଲେ ମିଳିଥାଏ ପୂଣ୍ୟ ଫଳ
- Jul 15, 2024 12:29 IST
ଝୁଲି ଝୁଲି ଆସୁଛି କାଳିଆ ସୁନା
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ। ଝୁଲି ଝୁଲି ଆସୁଛି କାଳିଆ ସୁନା #Odisha#BahudaJatra#BahudaYatra#Puri#OdishaReporterpic.twitter.com/eOK24usnRJ
— Odisha Reporter (@OdishaReporter) July 15, 2024
- Jul 15, 2024 12:25 IST
ଦର୍ପଦଳନ ରଥରେ ବିରାଜିଲେ ଭଉଣୀ ସୁଭଦ୍ରା
ପୁରୀ: ଦର୍ପଦଳନ ରଥରେ ବିରାଜିଲେ ଭଉଣୀ ସୁଭଦ୍ରା #Odisha#BahudaJatra#BahudaYatra#Puri#OdishaReporterpic.twitter.com/A2SlVDhGLc
— Odisha Reporter (@OdishaReporter) July 15, 2024
- Jul 15, 2024 12:03 IST
ପହଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା
ପୁରୀ: ପହଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା।ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ଶରଧା ବାଲି #Odisha#BahudaJatra#BahudaYatra#Puri#OdishaReporterpic.twitter.com/Q3DVfjKtHF
— Odisha Reporter (@OdishaReporter) July 15, 2024
- Jul 15, 2024 11:59 IST
ରଥରେ ବିରାଜିଲେ ବଡ଼ ଠାକୁର ଶ୍ରୀବଳଭଦ୍ର
ସୁଦର୍ଶନଙ୍କ ପରେ ରଥରେ ବିରାଜିଲେ ବଡ଼ ଠାକୁର ଶ୍ରୀବଳଭଦ୍ର।ଧାଡ଼ି ପହଣ୍ଡିରେ ଆସି ତାଳଧ୍ବଜରେ ବିରାଜିଲେ ବଡ଼ ଠାକୁର।#Odisha#BahudaJatra#BahudaYatra#Puri#OdishaReporterpic.twitter.com/G1EEzgOBPP
— Odisha Reporter (@OdishaReporter) July 15, 2024
- Jul 15, 2024 11:51 IST
ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି
ଚାଲିଛି ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି। ଝୁଲି ଝୁଲି ତାଳଧ୍ୱଜ ରଥକୁ ଆସୁଛନ୍ତି ବଡ଼ ଠାକୁର #Odisha#BahudaJatra#BahudaYatra#Puri#OdishaReporterpic.twitter.com/pNCnfPJl0k
— Odisha Reporter (@OdishaReporter) July 15, 2024
- Jul 15, 2024 11:33 IST
ମହାପ୍ରଭୁଙ୍କ ବେଶରେ ରଥ ଆଗରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ
#ମହାପ୍ରଭୁଙ୍କ_ବାହୁଡ଼ା_ଯାତ୍ରା
ଆଜି ବିଶ୍ୱନିୟନ୍ତାଙ୍କ ବାହୁଡ଼ା ଯାତ୍ରା। ଶରଧାବାଲିରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛି ତିନି ରଥ । ଏହି ଅବସରରେ ମହାପ୍ରଭୁଙ୍କ ବେଶରେ ରଥ ଆଗରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ । #Odisha#BahudaJatra#BahudaYatra#Puri#OdishaReporterpic.twitter.com/DHK91AUiz7— Odisha Reporter (@OdishaReporter) July 15, 2024
- Jul 15, 2024 11:28 IST
ମହାଦେବଙ୍କ ବେଶରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଏହି ଅବସରରେ ମହାଦେବଙ୍କ ବେଶରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ। #Odisha#BahudaJatra#BahudaYatra#Puri#OdishaReporterpic.twitter.com/ljxBchhtL4
— Odisha Reporter (@OdishaReporter) July 15, 2024
- Jul 15, 2024 11:26 IST
ଝୁଲି ଝୁଲି ତାଳଧ୍ୱଜ ରଥକୁ ଆସୁଛନ୍ତି ବଡ଼ ଠାକୁର
ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ।ଝୁଲି ଝୁଲି ତାଳଧ୍ୱଜ ରଥକୁ ଆସୁଛନ୍ତି ବଡ଼ ଠାକୁର #Odisha#BahudaJatra#BahudaYatra#Puri#OdishaReporterpic.twitter.com/Q1CbVCBodK
— Odisha Reporter (@OdishaReporter) July 15, 2024
- Jul 15, 2024 11:15 IST
ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ
#ସଅଳ_ପହଣ୍ଡି_ଆରମ୍ଭ
* ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ
* ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ବିଜେ କଲେ ଶ୍ରୀସୁଦର୍ଶନ
* ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜିଲେ ଶ୍ରୀସୁଦର୍ଶନ #Odisha#BahudaJatra#BahudaYatra#Puri#OdishaReporterpic.twitter.com/xO5mU87Fwc— Odisha Reporter (@OdishaReporter) July 15, 2024
- Jul 15, 2024 10:58 IST
ଶରଧାବାଲିରେ ହନୁମାନଙ୍କ ବେଶରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ
#ମହାପ୍ରଭୁଙ୍କ_ବାହୁଡ଼ା_ଯାତ୍ରା
ଆଜି ବିଶ୍ୱନିୟନ୍ତାଙ୍କ ବାହୁଡ଼ା ଯାତ୍ରା। ଶରଧାବାଲିରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛି ତିନି ରଥ । ଏହି ଅବସରରେ ହନୁମାନଙ୍କ ବେଶରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ। #Odisha#BahudaJatra#BahudaYatra#Puri#OdishaReporterpic.twitter.com/6UoyEveMAq— Odisha Reporter (@OdishaReporter) July 15, 2024
- Jul 15, 2024 10:40 IST
ମହାପ୍ରଭୁଙ୍କ ବେଶରେ ରଥ ଆଗରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ
ମହାପ୍ରଭୁଙ୍କ ବେଶରେ ରଥ ଆଗରେ ନୃତ୍ୟ କରୁଛନ୍ତି ଜଣେ ଭକ୍ତ #bahudayatra2024#BahudaYatra#BahudaJatra#Odishapic.twitter.com/BwzhBqAOsj
— Odisha Reporter (@OdishaReporter) July 15, 2024
- Jul 15, 2024 10:37 IST
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ
#ମହାପ୍ରଭୁଙ୍କ_ବାହୁଡ଼ା_ଯାତ୍ରା
ସରିଲା ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଶୁଣନ୍ତୁ କ’ଣ କହୁଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା .. #Odisha#BahudaJatra#BahudaYatra#Puripic.twitter.com/4agwLNzPxT— Odisha Reporter (@OdishaReporter) July 15, 2024
- Jul 15, 2024 10:27 IST
ଶରଧାବାଲିରେ ଦେବ ଦେବ ମହାଦେବଙ୍କ ବେଶରେ ତାଣ୍ଡବ କରୁଛନ୍ତି ଜଣେ ଭକ୍ତ
- Jul 15, 2024 10:26 IST
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ
#ମହାପ୍ରଭୁଙ୍କ_ବାହୁଡ଼ା_ଯାତ୍ରା
ସରିଲା ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଶୁଣନ୍ତୁ କ’ଣ କହୁଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା .. #Odishav#BahudaJatra#BahudaYatra#Puripic.twitter.com/65u4fPZGuY— Odisha Reporter (@OdishaReporter) July 15, 2024
- Jul 15, 2024 10:09 IST
ଜନ୍ମବେଦୀ ଛାଡ଼ି ଆଜି ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ
ରଥ ପ୍ରସ୍ତୁତ...ପଥ ପ୍ରସ୍ତୁତ...କେବଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ... #bahudayatra2024#BahudaYatra#BahudaJatra#Odishapic.twitter.com/RsXmZyeiwU
— Odisha Reporter (@OdishaReporter) July 15, 2024
- Jul 15, 2024 10:03 IST
ରଥ ଆଗରେ ଲମ୍ବା ଧୂପ କାଠି ଜଳାଇଲେ ସାଧୁସନ୍ଥ
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶରଧାବାଲିରେ ତିନି ରଥ ଆଗରେ ଲମ୍ବା ଧୂପ କାଠି ଜଳାଇଛନ୍ତି ସାଧୁସନ୍ଥ #bahudayatra2024#BahudaYatra#BahudaJatra#Odishapic.twitter.com/Jj7w60XecU
— Odisha Reporter (@OdishaReporter) July 15, 2024
- Jul 15, 2024 09:25 IST
ରଥ ଆଗରେ ମୟୂର ବେଶରେ ନୃତ୍ୟ ପରିବେଷଣ କରୁଛନ୍ତି ଜଣେ ଭକ୍ତ
ଆଜି ବିଶ୍ୱନିୟନ୍ତାଙ୍କ ବାହୁଡ଼ା ଯାତ୍ରା। ରଥ ଆଗରେ ମୟୂର ବେଶରେ ନୃତ୍ୟ ପରିବେଷଣ କରୁଛନ୍ତି ଜଣେ ଭକ୍ତ #bahudayatra2024#BahudaYatra#BahudaJatra#Odishapic.twitter.com/Lrhis6ZVVv
— Odisha Reporter (@OdishaReporter) July 15, 2024
- Jul 15, 2024 09:09 IST
ରଥ ସାମ୍ନାରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟଶିଳ୍ପୀ
ଗୁଣ୍ଡିଚା ମନ୍ଦିରରୁ ଆଜି ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ; ରଥ ସାମ୍ନାରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟଶିଳ୍ପୀ #bahudayatra2024#BahudaYatra#BahudaJatra#Odishapic.twitter.com/vnzQI1X7JI
— Odisha Reporter (@OdishaReporter) July 15, 2024
- Jul 15, 2024 08:28 IST
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
- Jul 15, 2024 08:23 IST
ରଥ ଆଗରେ ଓଡିଶୀ ନୃତ୍ୟ କରୁଛନ୍ତି ନର୍ତ୍ତକୀ
ରଥ ଆଗରେ ଓଡିଶୀ ନୃତ୍ୟ କରୁଛନ୍ତି ନର୍ତ୍ତକୀ #bahudayatra2024#BahudaYatra#BahudaJatra#Odishapic.twitter.com/cIO4kKiWz9
— Odisha Reporter (@OdishaReporter) July 15, 2024
- Jul 15, 2024 08:20 IST
ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ସାଧୁ ସନ୍ଥ
ଆଜି ବିଶ୍ୱନିୟନ୍ତାଙ୍କ ବାହୁଡ଼ା ଯାତ୍ରା; ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ସାଧୁ ସନ୍ଥ #bahudayatra2024#BahudaYatra#BahudaJatra#Odishapic.twitter.com/hUtgaR4icm
— Odisha Reporter (@OdishaReporter) July 15, 2024
- Jul 15, 2024 08:11 IST
ବାହୁଡ଼ା ଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ
ଆଜି ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ।ବାହୁଡ଼ା ଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ #bahudayatra2024#BahudaYatra#BahudaJatra#Odishapic.twitter.com/dNV0cMMnte
— Odisha Reporter (@OdishaReporter) July 15, 2024
- Jul 15, 2024 08:06 IST
ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା
ସରିଲା ଜନ୍ମବେଦୀରେ ଲୀଳାଖେଳା। ଆଜି ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ
ମହାବାହୁ #bahudayatra2024#BahudaYatra#BahudaJatra#Odishapic.twitter.com/lB7FXgGGBi— Odisha Reporter (@OdishaReporter) July 15, 2024
- Jul 15, 2024 07:44 IST
ଜନ୍ମବେଦୀରେ ସରିଲା ଲୀଳାଖେଳା; ଆଜି ବାହୁଡ଼ିବେ ମହାବାହୁ
ସରିଲା ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନିତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି।... ଆହୁରି ପଢ଼ନ୍ତୁ
- Jul 15, 2024 07:40 IST
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
#ରତ୍ନବେଦିକୁ_ବାହୁଡ଼ିବେ_ଶ୍ରୀଜିଉ-ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦିକୁ ବାହୁଡ଼ିବେ ଶ୍ରୀଜିଉ -ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ତିନି ରଥ -ଜନ ସମୁଦ୍ର ବଡ଼ଦାଣ୍ଡ, ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା #Srimandir#BahudaYatra2024pic.twitter.com/GHjpQcqvXD
— Odisha Reporter (@OdishaReporter) July 15, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
