Advertisment

Niladri Bije 2024 Live Updates: ଆଜି ନୀଳାଦ୍ରି ବିଜେ, ରତ୍ନ ସିଂହାସନକୁ ବିଜେ କରିବେ ବଡ଼ଠାକୁର

author-image
Tapaswini Nayak
ଅଦ୍ୟତନ ହୋଇଛି
New Update
Niladri Bije 2024

Niladri Bije 2024

ନୀଳାଦ୍ରି ବିଜେର ଟିକିନିକି ଖବର ଜାଣିବା ପାଇଁ ଲଗ୍ ଇନ୍ କରନ୍ତୁ. odishareporter.in

Advertisment
  • Jul 19, 2024 21:55 IST

    ଶ୍ରୀସୁଦର୍ଶନ ନୀଳାଦ୍ରି ବିଜେ କରୁଛନ୍ତି



  • Jul 19, 2024 21:42 IST

    ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ବଡ଼ ଠାକୁର ବଳଭଦ୍ର



  • Jul 19, 2024 19:31 IST

    ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ



  • Jul 19, 2024 19:05 IST

    ନୀଳାଦ୍ରି ବିଜେ ନୀତି ଅବସରରେ ଆଜି ରସଗୋଲ ଦେଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର



  • Jul 19, 2024 18:49 IST

    ସରିଲା ଲୀଳାଖେଳା, ଆଜି ନୀଳକନ୍ଦର ଫେରିବେ ନୀଳମଣି



  • Jul 19, 2024 18:41 IST

    ତାଳଧ୍ୱଝ ରଥରେ ବଡ଼ଠାକୁର ବଳଭଦ୍ରଙ୍କ ଦିବ୍ୟ ଦର୍ଶନ କରୁଛନ୍ତି ଭକ୍ତ



  • Jul 19, 2024 18:28 IST

    ନୀଳାଦ୍ରି ବିଜେ ପାଇଁ ଚାଲିଛି ଚାରମାଳବନ୍ଧା



  • Jul 19, 2024 18:27 IST

    ନୀଳାଦ୍ରିବେଜି ନୀତି ଅବସରରେ ଆଜି ରସଗୋଲ ଦେଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର



Ratha Yatra Rath Yatra Niladri Bije