ଫଟୋରେ ଫଟୋରେ ସୁନାବେଶ
Posted by:-Jitendra Garnayak, 5 months ago (Wednesday, 17 Jul 2024)
ଦେଖନ୍ତୁ ସୁନାବେଶର କିଛି ଫଟୋ #Odisha #SunaBesha #SunaBesha2024 https://t.co/4WkrycCyof
— Odisha Reporter (@OdishaReporter) July 17, 2024
ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
Posted by:-Jitendra Garnayak, 5 months ago (Wednesday, 17 Jul 2024)
ବଳଭଦ୍ରଙ୍କ ସୁନାବେଶ
Posted by:-Jitendra Garnayak, 5 months ago (Wednesday, 17 Jul 2024)
ବଡ଼ ଠାକୁର ବଳଭଦ୍ର ସୁନାବେଶରେ ଦର୍ଶନ ଦେଉଛନ୍ତି #Odisha #Puri #sunabesa #Sunabesha pic.twitter.com/0tqOzBHgcd
— Odisha Reporter (@OdishaReporter) July 17, 2024
ସୁନାବେଶରେ ମା’ ସୁଭଦ୍ରା
Posted by:-Jitendra Garnayak, 5 months ago (Wednesday, 17 Jul 2024)
ମା ସୁଭଦ୍ରାଙ୍କ ଦିବ୍ୟ ସୁନାବେଶ #Odisha #Puri #sunabesa #Sunabesha pic.twitter.com/009iQm8155
— Odisha Reporter (@OdishaReporter) July 17, 2024
ସୁନା ବେଶରେ ଶ୍ରୀଜଗନ୍ନାଥ
Posted by:-Jitendra Garnayak, 5 months ago (Wednesday, 17 Jul 2024)
ନନ୍ଦିଘୋଷ ରଥରେ ସୁନା ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଦର୍ଶନ ଦେଉଛନ୍ତି #Odisha #Puri #sunabesa #Sunabesha pic.twitter.com/D5VLx98lsL
— Odisha Reporter (@OdishaReporter) July 17, 2024
ଶ୍ରୀଜିଉଙ୍କ ସୁନା ବେଶ ଦେଖିବାକୁ ବଡ଼ଦାଣ୍ଡରେ ଅଗଣିତ ଲୋକ
Posted by:-Manoj Swain, 5 months ago (Wednesday, 17 Jul 2024)
ଶ୍ରୀଜିଉଙ୍କ ସୁନା ବେଶ ଦେଖିବାକୁ ବଡ଼ଦାଣ୍ଡରେ ଅଗଣିତ ଲୋକ । ରଥ ଉପରକୁ ଆସୁଛି ଚତୁର୍ଦ୍ଧା ମୁରତୀଙ୍କ ସୁନାର ଅଳଙ୍କାର । #Odisha #Sunabesha #Puri pic.twitter.com/s6PKu61LtX
— Odisha Reporter (@OdishaReporter) July 17, 2024
ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ
Posted by:-Biswajit Samal, 5 months ago (Wednesday, 17 Jul 2024)
ସୁନାବେଶରେ ଶ୍ରୀଜିଉ #Odisha #Puri #sunabesa #Sunabesha pic.twitter.com/7wRQunVxZX
— Odisha Reporter (@OdishaReporter) July 17, 2024
ପୁରୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଅଗଣିତ ଭକ୍ତ
Posted by:-Biswajit Samal, 5 months ago (Wednesday, 17 Jul 2024)
ସୁନା ବେଶରେ ମାଆ ସୁଭଦ୍ରା #Odisha #Puri #sunabesa #Sunabesha pic.twitter.com/5tkWq2Tqhf
— Odisha Reporter (@OdishaReporter) July 17, 2024
ବଡ଼ଠାକୁର ବଳଭଦ୍ରଙ୍କ ସୁନା ବେଷ ଦର୍ଶନ କରୁଛନ୍ତି ଭକ୍ତ ମାନେ
Posted by:-Biswajit Samal, 5 months ago (Wednesday, 17 Jul 2024)
ତାଳଧ୍ୱଜ ରଥରେ ବଡ଼ଠାକୁର ବଳଭଦ୍ରଙ୍କ ସୁନା ବେଷ ଦର୍ଶନ କରୁଛନ୍ତି ଭକ୍ତ ମାନେ #Odisha #Puri #sunabesa #Sunabesha pic.twitter.com/tc3bR70tjt
— Odisha Reporter (@OdishaReporter) July 17, 2024
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପା ଶଙ୍ଖ
Posted by:-Biswajit Samal, 5 months ago (Wednesday, 17 Jul 2024)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପା ଶଙ୍ଖ #Odisha #Puri #sunabesa #Sunabesha pic.twitter.com/rdw3EbypFc
— Odisha Reporter (@OdishaReporter) July 17, 2024
ସୁନା ବେଶ ଦେଖିବାକୁ ବଡ଼ଦାଣ୍ଡରେ ଅଗଣିତ ଲୋକ
Posted by:-Biswajit Samal, 5 months ago (Wednesday, 17 Jul 2024)
ଶ୍ରୀଜିଉଙ୍କ ସୁନା ବେଶ ଦେଖିବାକୁ ବଡ଼ଦାଣ୍ଡରେ ଅଗଣିତ ଲୋକ #Odisha #Puri #sunabesa #Sunabesha pic.twitter.com/JvdhPvUO7T
— Odisha Reporter (@OdishaReporter) July 17, 2024
ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣ ଆଭୂସଣ
Posted by:-Biswajit Samal, 5 months ago (Wednesday, 17 Jul 2024)
ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣ ଆଭୂସଣ #Odisha #Puri #sunabesa #Sunabesha pic.twitter.com/eVGzLJ021A
— Odisha Reporter (@OdishaReporter) July 17, 2024
ସୁନା ବେଶ ପାଇଁ ଯାଉଛି ସ୍ୱର୍ଣ୍ଣ ଅଳଙ୍କାର
Posted by:-Biswajit Samal, 5 months ago (Wednesday, 17 Jul 2024)
ରଥକୁ ନିଆ ଯାଉଛି ସ୍ୱର୍ଣ୍ଣ ଅଳଙ୍କାର #Odisha #Puri #sunabesa #Sunabesha pic.twitter.com/hmUqvmeAcU
— Odisha Reporter (@OdishaReporter) July 17, 2024
ସୁନାବେଶ ପାଇଁ ଆସିଲା ସ୍ୱର୍ଣ୍ଣ ଅଳଙ୍କାର
Posted by:-Biswajit Samal, 5 months ago (Wednesday, 17 Jul 2024)
ତାଳଧ୍ୱଜ ରଥରେ ପହଞ୍ଚିଲା ମହାପ୍ରଭୁ ବଳଭଦ୍ରଙ୍କ ସ୍ୱର୍ଣ୍ଣ ଅଳଙ୍କାର #Odisha pic.twitter.com/RaO0WNgKR8
— Odisha Reporter (@OdishaReporter) July 17, 2024
ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ସୁନାବେଶ ଆରମ୍ଭ ହୋଇଯିବ: ପୁରୀ ଜିଲ୍ଲାପାଳ
Posted by:-Manoj Swain, 5 months ago (Wednesday, 17 Jul 2024)
ମହାପ୍ରଭୁଙ୍କ ଦର୍ଶନ କରି ଭାବୁକ ହେଲେ ଶ୍ରଦ୍ଧାଳୁ
Posted by:-Manoj Swain, 5 months ago (Wednesday, 17 Jul 2024)
ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସନ୍ଧ୍ୟା ୫ଟାରୁ ଅରମ୍ଭ ହେବ ସୁନାବେଶ । ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ଏହି ଅବସରରେ ସିଂହଦ୍ବାର ସାମନାରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନ କରି ଭାବୁକ ହେଲେ ଶ୍ରଦ୍ଧାଳୁ । #Odisha #Sunabesha #Puri pic.twitter.com/hGHk5rPfXS
— Odisha Reporter (@OdishaReporter) July 17, 2024
ଧାର୍ଯ୍ୟ ସମୟ ମଧ୍ୟରେ ହେବ ସୁନାବେଶ ଦର୍ଶନ
Posted by:-Jitendra Garnayak, 5 months ago (Wednesday, 17 Jul 2024)
‘ଭକ୍ତଙ୍କ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ସେବାୟତମାନେ SOPକୁ ଠିକ୍ ଭାବେ ପାଳନ କରିବେ ।’ #Odisha #SunaBesha #Purihttps://t.co/Pj5MQ4s12D
— Odisha Reporter (@OdishaReporter) July 17, 2024
ଆଜି ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ । ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ। ରଥରେ ହେବ ସୁନାବେଶ। ଏପଟେ ଭକ୍ତ ମାନଙ୍କୁ ମାଇକ ଯୋଗେ ସଚେତନ କରୁଛି ପୁଲିସ
Posted by:-Jitendra Garnayak, 5 months ago (Wednesday, 17 Jul 2024)
ସୁନାବେଶ ଦେଖିବାକୁ ଗଲେ କେଉଁଠି ରଖିବେ ଗାଡ଼ି?
Posted by:-Jitendra Garnayak, 5 months ago (Wednesday, 17 Jul 2024)
ସୁନାବେଶ ଦେଖିବାକୁ ପୁରୀ ଯାଉଛନ୍ତି, ଜାଣି ନିଅନ୍ତୁ ରୁଟ୍ ଚାର୍ଟ #Odishahttps://t.co/MmQRKpbQZS
— Odisha Reporter (@OdishaReporter) July 17, 2024
ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ ।
Posted by:-Jitendra Garnayak, 5 months ago (Wednesday, 17 Jul 2024)
ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ । ରାତି ୧୧ଟା ଯାଏଁ ଏହି ଦୁର୍ଲଭ ଓ ଦିବ୍ୟ ଦର୍ଶନ କରିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଏହି ଅବସରରେ ବଡ଼ଦାଣ୍ତରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। #Odisha #Sunabesha #Puri pic.twitter.com/HoqWOSudQn
— Odisha Reporter (@OdishaReporter) July 17, 2024
କାହିଁକି ହୁଏ ସୁନାବେଶ?
Posted by:-Jitendra Garnayak, 5 months ago (Wednesday, 17 Jul 2024)
ମହାପ୍ରଭୁ ରଥ ଉପରେ କାହିଁକି ହେଲେ ସୁନାବେଶ ? #Odisha #Sunabesha #Puri https://t.co/aGvtFwV4sP
— Odisha Reporter (@OdishaReporter) July 17, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।