ଧାରଣାରେ ବସିଲା ବେଳେ ଲଙ୍କା ଗୁଣ୍ଡ ଫିଙ୍ଗିଲେ, ପାଣି ଢ଼ାଳି ଦେଲେ!

ନ୍ୟାୟ ପାଇଁ ଆଜି ପୁଣି ଥରେ ଧାରଣା ଦେବାକୁ ଆସିଥିଲେ ଦୀପିକା। ଆଉ ପ୍ରେମିକଙ୍କ ଘର ସାମ୍ନାରେ ବସିଥିଲେ। ଠିକ୍‌ ସେହି ସମୟରେ ପ୍ରେମିକଙ୍କ ମାଆ ପାଣି ଢ଼ାଳି ଦେଇଥିଲେ। ଯେଉଁଥିପାଇଁ ଓଦା ଷଡ ଷଡ ହୋଇ ଯାଇଥିଲେ ଦୀପିକା।

Dipika PhotoOR

ଧାରଣା ଦେଇଥିବା ଦୀପିକା

Manoranjan Sial
  • Published: Wednesday, 09 August 2023
  • Updated: 09 August 2023, 06:19 PM IST

Sports

Latest News

ଧାରଣାରେ ବସିଲା ବେଳେ ଲଙ୍କା ଗୁଣ୍ଡ ଫିଙ୍ଗିଲେ ଓ ପାଣି ଢ଼ାଳିଦେଲେ! ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରୁ ଆସିଛି ଏପରି ଅଭିଯୋଗ। ଧାରଣା ଦେଲା ବେଳେ ଦୀପିକାଙ୍କ ଉପରକୁ ତାଙ୍କ ପ୍ରେମିକଙ୍କ ମାଆ ଲଙ୍କା ଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ ହୋଇଛି।

ନ୍ୟାୟ ପାଇଁ ଆଜି ପୁଣି ଥରେ ଧାରଣା ଦେବାକୁ ଆସିଥିଲେ ଦୀପିକା। ଆଉ ପ୍ରେମିକଙ୍କ ଘର ସାମ୍ନାରେ ବସିଥିଲେ। ଠିକ୍‌ ସେହି ସମୟରେ ପ୍ରେମିକଙ୍କ ମାଆ ପାଣି ଢ଼ାଳି ଦେଇଥିଲେ। ଯେଉଁଥିପାଇଁ ଓଦା ଷଡ ଷଡ ହୋଇ ଯାଇଥିଲେ ଦୀପିକା। ପାଣିରେ ଭିଜିଯାଇଥିଲା ଦୀପିକାଙ୍କ ପୂରା ଶରୀର। ଏହା ପରେ ମଧ୍ୟ ଦୀପିକା ଧାରଣାରୁ ଉଠିନଥିଲେ। ପରେ ଲଙ୍କା ଗୁଣ୍ଡ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ଶ୍ୱଶୁର ଘର ଲୋକଙ୍କଠାରୁ ଅପମାନିତ ହୋଇ ଓଦା ହୋଇ ବ୍ରହ୍ମପୁର ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି ଦୀପିକା।

Also Read

ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ଗତବର୍ଷ ପ୍ରାୟ ୬ ମାସ କାଳ ଧାରଣାରେ ବସିଥିଲେ ଦୀପିକା। ପରେ ହାଇକୋର୍ଟକୁ ମାମଲା ଯାଇଥିଲା। ଶୀଘ୍ର ନ୍ୟାୟ ମିଳିବ ବୋଲି ଆଶା କରିଥିଲେ ଦୀପିକା। ସେଥିପାଇଁ ସେ ଧାରଣାରୁ ଉଠି ଯାଇଥିଲେ। ଇତି ମଧ୍ୟରେ ବର୍ଷେ ବିତି ଯାଇଥିଲେ ମଧ୍ୟ ମାମଲା କୋର୍ଟରେ ସେଭଳି ପଡ଼ି ରହିଛି। ଏଯାଏଁ ମାମଲା ଯେଉଁଠି ଥିଲା ଠିକ୍‌ ସେଇଠି ରହିଛି। ବିଳମ୍ବିତ ନ୍ୟାୟ ଯୋଗୁ ବାଧ୍ୟ ହୋଇ ଧାରଣାରେ ବସିଥିବା ଦୀପିକା କହିଛନ୍ତି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story