ମିଳୁନି ପାଣି, ସହର ଛାଡ଼ିବାକୁ ବସିଲେଣି ଲୋକେ | Odisha Reporter
ଖରା ଦିନ ଆରମ୍ଭ ନ ହେଉଣୁ ଏଠି ଦେଖାଦେଇଛି ଘୋର ଜଳ କଷ୍ଟ। ପାଣି ଅଭାବ ଯୋଗୁ ଛଟ ପଟ ହାଇଟେକ୍ ସିଟି। ବେଙ୍ଗାଲୁରୁରେ ଦିନକୁ ଦିନ ବଢ଼ି ଚାଲିଛି ଜଳ ସଙ୍କଟ। ଏଥି ଯୋଗୁ ବଞ୍ଚିବା ମୁସକିଲ ହୋଇଗଲାଣି। ଗାଧେଇବା ତ ଦୂରର କଥା ପିଇବା ପାଇଁ ମୁନ୍ଦାଏ ପାଣି ଲାଗି ଲୋକେ ନାହିଁ ନଥିବା ହାଇରଣ ହେଉଛନ୍ତି। ଜଳ ଅଭବା ଯୋଗୁ ଏଠି ଲୋକେ କମ୍ ପାଣି ବ୍ୟବହାର କରିବା ସହ ରିସାଇକ୍ଲିଂ ପଦ୍ଧତି ଆପଣାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
