Advertisment

ମିଳୁନି ପାଣି, ସହର ଛାଡ଼ିବାକୁ ବସିଲେଣି ଲୋକେ

ବେଙ୍ଗାଲୁରୁରେ ଦିନକୁ ଦିନ ବଢ଼ି ଚାଲିଛି ଜଳ ସଙ୍କଟ। ଏଥି ଯୋଗୁ ବଞ୍ଚିବା ମୁସକିଲ ହୋଇଗଲାଣି। ଗାଧେଇବା ତ ଦୂରର କଥା ପିଇବା ପାଇଁ ମୁନ୍ଦାଏ ପାଣି ଲାଗି ଲୋକେ ନାହିଁ ନଥିବା ହାଇରଣ ହେଉଛନ୍ତି।

Advertisment

ଖରା ଦିନ ଆରମ୍ଭ ନ ହେଉଣୁ ଏଠି ଦେଖାଦେଇଛି ଘୋର ଜଳ କଷ୍ଟ। ପାଣି ଅଭାବ ଯୋଗୁ ଛଟ ପଟ ହାଇଟେକ୍ ସିଟି। ବେଙ୍ଗାଲୁରୁରେ ଦିନକୁ ଦିନ ବଢ଼ି ଚାଲିଛି ଜଳ ସଙ୍କଟ। ଏଥି ଯୋଗୁ ବଞ୍ଚିବା ମୁସକିଲ ହୋଇଗଲାଣି। ଗାଧେଇବା ତ ଦୂରର କଥା ପିଇବା ପାଇଁ ମୁନ୍ଦାଏ ପାଣି ଲାଗି ଲୋକେ ନାହିଁ ନଥିବା ହାଇରଣ ହେଉଛନ୍ତି। ଜଳ ଅଭବା ଯୋଗୁ ଏଠି ଲୋକେ କମ୍‌ ପାଣି ବ୍ୟବହାର କରିବା ସହ ରିସାଇକ୍ଲିଂ ପଦ୍ଧତି ଆପଣାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bengaluru Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe