‘ମୋ ପ୍ରେମିକକୁ ଖୋଜି ଆଣ’ | Odisha Reporter
ମୋ’ ପ୍ରେମିକଙ୍କୁ ଖୋଜି ଆଣ..। ମୁଁ ତାଙ୍କୁ ବାହାହେବି। ଥାନାରେ ଦ୍ୱାରସ୍ଥ ହୋଇ ଏପରି ଅନୁରୋଧ କରିଛନ୍ତି ଜଣେ ପ୍ରେମିକା। ବଲାଙ୍ଗିର ସଦର ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ। ମାଧବୀ(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ ଚୂଡ଼ାପାଲି ଗାଁର ମାଧବ ମେହେର। ମାଧବୀ ମଧ୍ୟ ମାଧବଙ୍କୁ ଭଲ ପାଉଥିଲେ। ଧୀରେ ଧୀରେ ଉଭୟଙ୍କ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା। ଆଉ ଉଭୟ ନିକଟତର ହୋଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ମାଧବୀଙ୍କ ସହିତ ମାଧବ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଉଭୟଙ୍କ ପ୍ରେମ ସମ୍ପର୍କ ଯାଇ ଘରେ ପହଞ୍ଚିଲା। ଭିନ୍ନ ଜାତି ହୋଇଥିବାରୁ ମାଧବଙ୍କ ପରିବାର ଲୋକେ ରାଜି ହୋଇନଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
