ବାଣ୍ଟିଲେନି, ପାଣିରେ ପଡ଼ିଲା 10 କୋଟି!| Odisha Reporter
ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’ । ଘୋଷଣାର ୮ ମାସ ପରେ ବି ତିଆରି ହୋଇପାରିଲା ନାହିଁ SOP । ସ୍ମାର୍ଟ ସିଟିର ୨୪ଟି ପ୍ରକଳ୍ପରୁ `ମୋ ସାଇକେଲ’ ଥିଲା ଗୋଟିଏ ପ୍ରକଳ୍ପ । ଶହ ଶହ ୟାର୍ଡରେ ପଡ଼ିଛି ଅଚଳ ସାଇକେଲ, ଉଡ଼ିଯାଇଛି ବାରକୋଡ୍। କେନ୍ଦ୍ର ଓ ରାଜ୍ୟର ଅଧା-ଅଧା ଅନୁଦାନରେ ହୋଇଥିଲା ସ୍ମାର୍ଟସିଟି ପ୍ରୋଜେକ୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
